Browsing Tag

unique health card

ଏବେ ଆଧାର କାର୍ଡ ଭଳି ମିଳିବ ୟୁନିକ ହେଲ୍ଥ କାର୍ଡ, ଚିକିତ୍ସାର ସବୁ ରେକର୍ଡ ହେବ ଦାଖଲ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ : ଏବେ ଆଧାର ଭଳି ହେଲ୍ଥ କାର୍ଡ ମଧ୍ୟ ଦିଆଯିବ । ଡିଜିଟାଲ ହେଲ୍ଥ ମିଶନ ଭଳି ସରକାର ଏବେ ସବୁ ବ୍ୟକ୍ତିଙ୍କର ୟୁନିକ ହେଲ୍ଥ କାର୍ଡ ତିଆରି କରିବାକୁ ଯାଉଛନ୍ତି । ଏହି କାର୍ଡ ପୂର୍ଣ୍ଣ ଭାବେ ଡିଜିଟାଲ ହେବ । ଠିକ୍‌ ଆଧାର କାର୍ଡ ଭଳି । ଆଧାର କାର୍ଡ ଭଳି ଏଥିରେ ଆପଣଙ୍କୁ ଏକ ନମ୍ବର…