Browsing Tag

UNIQUE INVENTION

ଲକଡାଉନରେ ଘରେ ବସି ମୁଣ୍ଡକୁ ଆସିଲା ଆଇଡିଆ, ବସୁ ବସୁ ବନାଇଦେଲେ ୩ ଚକିଆ ଗାଡି

କରଞ୍ଜିଆ (କେନ୍ୟୁଜ) : କରୋନା ମାହାମାରି ଯୋଗୁଁ ବିଶ୍ୱରେ ଲକ ଡାଉନ ଓ ସଟ ଡାଉନ ହେଇଥିଲା ।ଲକଡାଉନ ରେ ଅନେକ ଲେକମାନେ ଘରେ ବସି ଛୁଟି ମନାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଜଣେ ଯୁବ ବ୍ୟବସାୟୀ ନିଜର ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି ଏକ ଚାରି ଚକିଆ ଯାନ । ଲକ ଡାଉନ ଓ ସଟ ଡାଉନ…

ଉଦ୍ୟମୀ ଯୁବକ ସନ୍ତୋଷଙ୍କ ଫୋଲଡିଂ ସ୍କୁଟର, ଚାଲୁଛି ବ୍ୟାଟେରୀରେ

କଟକ (କେ ନ୍ୟୁଜ୍‌) : କଥାରେ ଅଛି ଆବଶ୍ୟକତା ହିଁ ଉଦ୍ଭାବନର ବାଟ ଖୋଲିଦିଏ । ଯେମିତି ଉଦ୍ୟମୀ ଯୁବକ ସନ୍ତୋଷ ତିଆରି କରିଛନ୍ତି ଏକ ଫୋଲ୍ଡିଂ ସ୍କୁଟର । ଆଶ୍ଚର୍ଯ୍ୟ ହେଲ ବି ସତ । ଥରେ ବ୍ୟାଟେରୀ ଚାର୍ଜ ହେଲେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଚାଲି ପାରୁଛି । ଏଭଳି ସ୍କୁଟରକୁ ଉଦ୍ଭାବନ…