ବର କନିଆଁ ସାଜିଲେ ରାସ୍ତାରେ ବୁଲୁଥିବା ଦୁଇ ଭିକାରୀ, ଶପଥ ନେଲେ ବଳକା ଜୀବନ କାଟିବେ ସାଥିରେ
ବିହାରର ସୁପୋଲ ସହରରେ ଲୋକମାନେ ଏକ ଏମିତି ବେସାହାରା ଯୋଡିଙ୍କର ବିବାହ କରିଛନ୍ତି, ଯିଏକି ରାସ୍ତା କଡରେ ବସି ଭିକ ମାଗି ନିଜ ଜୀବିକା ମେଣ୍ଟାଉଥିଲେ । ଲୋକମାନେ ଉଭୟଙ୍କୁ ନୂଆ ପୋଷାକ ଦେଲେ ଆଉ ଦୁଇ ଜଣଙ୍କୁ ବର କନିଆଁ ବେଶରେ ସଜାଇ ବି ଦେଲେ । ଯାହାପରେ ହସ୍ପିଟାଲ ଗେଟ ପାଖରେ ସାତ ଫେରା…