Browsing Tag

unique number of ambulance

ଏଣିକି ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ, ଏଥିପାଇଁ ରାଜ୍ୟ ସରକାର ତିଆରି କରିବେ…

ଭୁବନେଶ୍ବର(କେନ୍ୟୁଜ୍):  ସମସ୍ତ ଆମ୍ବୁଲାନସ ପାଇଁ ରହିବ ଗୋଟିଏ ନମ୍ବର । ଗୋଟିଏ ଟୋଲ ଫ୍ରି ନମ୍ବରରେ ପରିଚାଳିତ ହେବେ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆହତ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ଚିକିତ୍ସା । ଏହି ସମୟରେ ସମସ୍ତ ଘରୋଇ ଓ ସରକାରୀ ହସପିଟାଲ…