ଏଠାରେ କୁମାରମାନେ ବିବାହ ପାଇଁ କରିଥାନ୍ତି ମାତା ପାର୍ବତୀଙ୍କ ମୂର୍ତ୍ତି ଚୋରି, ଜାଣନ୍ତୁ ଏହି ସ୍ଥାନର ମହତ୍ତ୍ୱ
ଭାରତରେ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଅଛି। ପ୍ରତ୍ୟେକ ମନ୍ଦିରରେ ଭିିନ୍ନ ଭିନ୍ନ ମାନ୍ୟତା ମଧ୍ୟ ରହିଛି। ସବୁ ମନ୍ଦିରରେ ଲୋକ ପୂଜା କରନ୍ତି ଏବଂ ପ୍ରସାଦ ନିଅନ୍ତି। କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଯେ ମନ୍ଦୀରରୁ ମୂର୍ତ୍ତି ଚୋରି ହେବା କଥା? ଆପଣ ଭାବୁଥିବେ…