Browsing Tag

unique training

ଏୟାର ହୋଷ୍ଟେସମାନଙ୍କୁ ମଜଭୁତ କରିବା ପାଇଁ ଅଜବ ଟ୍ରେନିଂ ଦେଇଥାଏ ଚୀନ, ଦାନ୍ତରେ ଚପଷ୍ଟିକ ରଖି କରାଯାଇଥାଏ ଏଭଳି କାମ

କୌଣସି ଯାତ୍ରା ସମୟରେ ଆପଣ ଚୀନ ଫ୍ଲାଇଟରେ ଆଟେଣ୍ଡାଣ୍ଟମାନଙ୍କୁ ତ ଦେଖିଥିବେ। ଏହି ଫ୍ଲାଇଟ ଆଟେଣ୍ଡାଣ୍ଟମାନେ ନିଜର ସୁନ୍ଦର ସ୍ମାଇଲ ଏବଂ ଭାବଭଙ୍ଗୀ ପାଇଁ ଜଣାଶୁଣା ଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏଥିପାଇଁ ବି ସେମାନଙ୍କୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ…