କରୋନା ଯୋଗୁଁ ଘରେ ବନ୍ଦ ଥିବା ବ୍ୟକ୍ତି ନିଜ କୁକୁରକୁ ବାହାରେ ବୁଲାଇବା ପାଇଁ ଖୋଜିଲେ ଏଭଳି ଉପାୟ, ଦେଖନ୍ତୁ ଭିଡିଓ
କରୋନା ଭାଇରସ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇ ରଖିଛି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦ରୁ ଅଧିକ ଦେଶରେ ବ୍ୟାପି ସାରିଛି । ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି । ୧୦,୦୦୦ରୁ ଉର୍ଦ୍ଧ୍ୱ ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ…