Google Map ଯୋଗୁ ଭୁଲ୍ ଠିକଣାରେ ବରଯାତ୍ରୀ ଧରି ପହଞ୍ଚିଗଲା ବର, ସ୍ୱାଗତ ବି ହେଲା, କିନ୍ତୁ ତା’ ପରେ…
ଗୁଗଲ ମ୍ୟାପ୍ସ ଯଦିଓ ଠିକଣା ପଚାରୁଥିବା ଲୋକଙ୍କ ପାଇଁ ରାସ୍ତା ସହଜ କରି ଦେଇଥାଏ, କିନ୍ତୁ କେବେ କେବେ ଏହାର ସାହାରା ନେବା ଆପଣଙ୍କ ପାଇଁ ଜୀବନର ସବୁଠୁ ବଡ଼ ଭୁଲ୍ ବି ପ୍ରମାଣିତ ହୋଇପାରେ। ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୁଗଲ ମ୍ୟାପ୍ ଜରିଆରେ ଏକ ବର ବରଯାତ୍ରୀ ଧରି…