Browsing Tag

unique wedding through online

ଲକ ଡାଉନ ସମୟରେ ବିବାହ : ସାମାଜିକ ଦୂରତା ରହିଲା, ବାହାଘର ବି ହେଲା; ଅନଲାଇନରେ ପଡିଲା ହାତଗଣ୍ଠି

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପୂରା ଦେଶରେ ଆସନ୍ତା ୩ ତାରିଖ ଯାଏଁ ଲକ ଡାଉନ ଜାରି ହୋଇଛି । ବର୍ତ୍ତମାନ ସମୟରେ ପୁରା ଦେଶ ଯେମିତି ଘରେ ହିଁ ବନ୍ଦ ଅଛି । କୌଣସି ଜରୁରୀ କାମ ବ୍ୟତୀତ ଘରୁ ବାହାରିବାକୁ ଅନୁମତି ନାହିଁ । ଏପରି ଅବସ୍ଥାରେ ଅନେକ ବିବାହ, ବ୍ରତଘର ପରି ଅଟକି ଯାଇଛି ।…