ଅକ୍ଟୋବର ୧ରୁ ବନ୍ଦ ହୋଇଯିବ ଏହି ୩ଟି ବ୍ୟାଙ୍କର ଚେକ୍ବୁକ୍, ନୂଆ ପାଇଁ ଆଜି ହିଁ କରନ୍ତୁ ଆବେଦନ
ଅକ୍ଟୋବର ପହିଲାରୁ ଅଚଳ ହୋଇଯିବ ୩ଟି ବ୍ୟାଙ୍କର ଚେକ୍ବୁକ୍ ଓ MICR କୋଡ୍। ଏଣୁ ଅକ୍ଟୋବର ପୂର୍ବରୁ ହିଁ ଚେକ୍ବୁକ୍ ବଦଳାଇ ଦେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ୩ଟି ବ୍ୟାଙ୍କ ହେଉଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ(OBC), ୟୁନାଇଟେଡ୍ ବ୍ୟାଙ୍କ ଅଫ୍…