ଗାଜାରେ ମରିଛନ୍ତି ମିଳିତ ଜାତିସଂଘର ୮୮ କର୍ମଚାରୀ; ଇସ୍ରାଏଲ୍ କହିଲା, ହମାସ୍ର ବିନାଶ ଯାଏ ଜାରି ରହିବ ଯୁଦ୍ଧ
ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ମିଳିତ ଜାତିସଂଘର ୮୮ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ୮୮ କର୍ମଚାରୀ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁସାରେ, UN ଜୋର୍ ଦେଇ କହିଛି, ଗାଜାରେ ୮୮ କର୍ମଚାରୀଙ୍କ…