Browsing Tag

universe boss

ଇତିହାସ ରଚିଲେ ଗେଲ: ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି -୨୦ କଲେ ବିଶ୍ୱ ରେକର୍ଡ

ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ପ୍ରହାର କରିଥିଲେ। ମ୍ୟାଚ୍‌ର ୯ମ ଓଭରରେ ୟୁନିଭର୍ସ ବସ କୁହାଯାଉଥିବା ଗେଲ୍‌ ଆଦାମ ଜାମ୍ପାଙ୍କ ବଲରୁ ଏକ ଛକା ମାରିଥିଲେ ଏବଂ…