ସରକାରଙ୍କ ନିଷ୍ଵତ୍ତି : ବୁଧବାର ଠାରୁ ଖୋଲିବ ଓଡ଼ିଶାର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର(କେନ୍ୟୁଜ୍) : ବୁଧବାର ଠାରୁ ଖୋଲିବ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ । ଏ ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ନ ଖୋଲିବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ଅଧ୍ୟାପକମାନେ ।
ଓଡ଼ିଶା ସରକାରୀ…