Browsing Tag

university

ପ୍ରଫେସର କଲେଜ ଝିଅଙ୍କୁ ପଠାଉଥିଲେ ନଗ୍ନ ଫଟୋ, ନୋଟ୍ ବାହାନାରେ ଘରକୁ ଡାକି କରୁଥିଲେ ହଇରାଣ

ବିହାରର ଦରଭଙ୍ଗା ଜିଲ୍ଲାର ଲଲିତ ନାରାୟଣ ମିଥିଲା ​​ବିଶ୍ୱବିଦ୍ୟାଳୟର ହିନ୍ଦୀ ପ୍ରଫେସର ଭାବରେ ଅଖିଳେଶ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ​​ଯେ ସେ ନିଜର ଖରାପ ଫଟୋ କଲେଜ ଝିଅମାନଙ୍କୁ ପଠାଉଥିଲେ। ଅଧ୍ୟୟନର ବାହାନା କରି ସେ ଘରକୁ ଡାକି ଛାତ୍ରୀଙ୍କୁ…

କର୍ଣ୍ଣାଟକର ହିଜାବ ବିବାଦ: ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ…

ଆଫଗାନିସ୍ତାନରେ ଆଜିଠୁ ପୁଣି ଖୋଲୁଛି ୧୫୦ ବିଶ୍ୱବିଦ୍ୟାଳୟ, ତାଲିବାନୀ କବ୍ଜା ପରଠାରୁ ବନ୍ଦ ଥିଲା ସବୁ ଶିକ୍ଷାନୁଷ୍ଠାନ

ଆଫଗାନିସ୍ତାନରେ ଆଜିଠୁ ଖୋଲୁଛି ସମସ୍ତ ବିଶ୍ୱବିଦ୍ୟାଳୟ। ଦେଶର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ, ସାର୍ବଜନିକ ବିଶ୍ୱବିଦ୍ୟାଳୟ ବୁଧବାର ଅର୍ଥାତ୍‌ ଆଜିଠୁ ଖୋଲୁଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର ସହାୟତା ମିଶନ (UNAMA) ଏକ ଟ୍ଵିଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରି…

ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟ ଏକକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ଯୁଗାନ୍ତକାରୀ ନିଷ୍ପତ୍ତି:ଡ଼ଃ…

ଭୁବନେଶ୍ୱର (କେନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା…

ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ମଧୁସୂଦନ ଆଇନ ମହାବିଦ୍ୟାଳୟ, ଡ.କମଲଜିତ ସିଂ ପ୍ରଥମ କୁଳପତି

କଟକ: କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆଜି ଠାରୁ ବିଧିବଦ୍ଧ ଭାବେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଏପ୍ରିଲ ୨୮ ତାରିଖ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ ହେଉଥିବା ବେଳେ ଆଜିଠାରୁ ରାଜ୍ଯର ଏହି ସର୍ବପୁରାତନ ଆଇନ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ପ୍ରଫେସର ଡକ୍ଟର…

ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ବଜାୟ ରଖାଯିବା ଦରକାର, ଭୁବନେଶ୍ୱରରେ କୁଳପତି ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ବଜାୟ ରଖାଯିବା ଦରକାର । କ୍ୟାମ୍ପସରୁୁ ଅଣଛାତ୍ର ମୁକ୍ତ ରଖାଯିବା ଜରୁରୀ । ଭୁବନେଶ୍ୱରରେ କୁଳପତି ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଶିକ୍ଷାବର୍ଷରୁ ଧାର୍ଯ୍ୟ ସମୟରେ ଫଳାଫଳ ପ୍ରକାଶ ଉପରେ ଗୁରୁତ୍ୱ…

ସୁବୋଧଙ୍କ ଅବୋଧ କାମ, ଦେଖନ୍ତୁ ବିଣୀବିହାରରେ ଅତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କର ଉଦ୍ଧାର ଭିଡିଓ

ଭୁବନେଶ୍ବର(କେନ୍ୟୁଜ୍): ବାଣୀବିହାରରେ ୩ ଘଣ୍ଟା ଅପରେସନ ପରେ ସୁରକ୍ଷିତ ଭାବେ ଯୁବକ ଉଦ୍ଧାର । ପରିଜା ପାଠାଗାର ଛାତ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଉଦ୍ଧାର ଯୁବକଙ୍କ ନାଁ ସୁବୋଧ ବାରିକ ଓରଫ ତପନ । ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ…

ପରୀକ୍ଷା ଚିନ୍ତା ଦୂର କରିବାକୁ ଅଜବ ପରାମର୍ଶ, ୩୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି କରିବାକୁ କହିଲା ବିଶ୍ୱବିଦ୍ୟାଳୟ

ପରୀକ୍ଷାକୁ ନେଇ ସବୁ ପିଲା ଚିନ୍ତାରେ ରହିଥାନ୍ତି। ପରୀକ୍ଷା ରେଜଲ୍ଟ କେମିତି ଭଲ କରିବେ ସେ ଟେନ୍‌ସନ୍‌ ପିଲାଙ୍କ ସମେତ ଅଭିଭାବକଙ୍କୁ ମଧ୍ୟ ଘାରିଥାଏ। ଭଲ ରେଜଲ୍ଟ ନ ହେଲେ ଭବିଷ୍ୟତରେ ଭଲ ଚାକିରି ମିଳିବନି, ଏହି ଚିନ୍ତା ଖାସ୍‌ କରି ଅଧିକାଂଶ ଯୁବପିଢ଼ିକୁ ଘାରିଥାଏ। ତେବେ ପିଲାଙ୍କୁ…

ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ରହିବନି ୧୦୦ରୁ ଅଧିକ କଲେଜ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ଏବେ ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ୧୦୦ରୁ ଉର୍ଦ୍ଧ୍ୱ କଲେଜ ରହିପାରିବ ନାହିଁ। ଯଦି କଲେଜ ସଂଖ୍ୟା ଅଧିକ ହୁଏ ତେବେ ଏଥିପାଇଁ ଅଲଗା ବିଶ୍ୱବିଦ୍ୟାଳୟର ଗଠନ କରାଯିବ। ଏପରି ସ୍ଥଳେ ଏକ ବିଶ୍ୱବିଦ୍ୟାଳୟ ଅଧିନରେ ୧୦୦ଟି କଲେଜକୁ ମାନ୍ୟତା ଦେବାକୁ ଯୋଜନା ରଖିଛନ୍ତି। ବିଶ୍ୱବିଦ୍ୟାଳୟ ସମେତ…