Browsing Tag

university bill

ଆସନ୍ତାକାଲି ବିଧାନସଭାରେ ଗୃହୀତ ହୋଇପାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବିଧାନସଭାରେ ଗୃହୀତ ହୋଇପାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦। ଗତକାଲି ସଂଶୋଧିତ ବିଧେୟକ ଉପରେ ଘସାମାନ ଆଲୋଚନା ହୋଇଥିଲା। କିନ୍ତୁ ଏହାକୁ ନେଇ ତୁମୁଳ ହୋହଲ୍ଲା ହେବାରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପରେ ଆଲୋଚନା ଅସମାପ୍ତ ରହିଥିଲା।…