Browsing Tag

unknown animal

ନିଆଳି ଭଳି ଗଜପତିରେ ଅଜଣା ଜନ୍ତୁ ଆତଙ୍କ: ୬୩ଟି ଛେଳିକୁ ମାରିଦେଲା, ଅନେକ ଗୁରୁତର

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡୀଗାଁ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ବିଳମ୍ବିତ ରାତ୍ର ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳି ମରିଥିବା ବେଳେ ୨୮ଟି ଛେଳିର ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀ ମାନେ ପହଞ୍ଚି…

ପାରଳାଖେମୁଣ୍ଡି : ଗଛରେ ଚଢ଼ି ପକ୍ଷୀଙ୍କୁ ଖାଇଗଲା ଅଜଣା ଜନ୍ତୁ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବେବର୍ତ୍ତା ସାହିରେ ଅଜଣା ଜନ୍ତୁର ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଏଠରେ ଏକ ନିମଗଛରେ ଜନ୍ତୁଟି ଚଢ଼ି ଆତଙ୍କ ସୃଷ୍ଟି କରିଥିଲା । ଗଛରେ ଥିବା ପକ୍ଷୀଗୁଡିକୁ ମାରି ସେମାନଙ୍କ ମୁଣ୍ଡର ଦହି୍‌ ଖାଇବା ସହ ବାକି…