ସୁଟକେସ୍ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
ଖୋର୍ଦ୍ଧା (କେନ୍ୟୁଜ): ସୁଟକେସ୍ରୁ ମିଳିଲା ଯୁବକଙ୍କ ମୃତଦେହ । ଜଙ୍ଗଲରେ ମଧ୍ୟରେ ଫିଙ୍ଗା ଯାଇଥିଲା ଏହି ସୁଟକେସ୍ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍କେସ । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ…