Browsing Tag

unknown dead body found

କୁଆଖାଇ ପରେ ବୈତରଣୀ ନଦୀ ପଠାରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଫେପଡା ଯାଇଥିବା ସନ୍ଦେହ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ବୈତରଣୀନଦୀର ସିଦ୍ଧେଶ୍ୱର ଘାଟ ନିକଟରୁ ଗୋଡ ହାତ ବନ୍ଧା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ତଳରେ ପହଞ୍ଚି ଶବକୁ ଜବଦ କରିବା ସହ ଅଧିକ ତଦନ୍ତ…

ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ନିକଟରୁ ଅଜଣା ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡଠାରେ ଅଜଣା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ,ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ମଦ୍ୟ ପାନ କରି ସେଠାରେ ପଡିଯାଇଥିବା…

ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍‌ ତଳ ଫାୟାର ଷ୍ଟେସନ୍ ଛକ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍‌ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଏକ ପିପିଇ କିଟ୍‌ ସହ ମୃତ ଦେହ ଜବତ କରିଛି ଖଣ୍ଡଗିରି ପୋଲିସ । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଯୁବକ ଜଣଙ୍କ ଓଭରବ୍ରିଜ୍‌ ଉପରୁ ଡେଇଁ ପଡିଥିବା ସନ୍ଦେହ କରୁଛି ପୋଲିସ ।