ବାଲିଗୁଡା: ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର,ହାତ ଗୋଡ଼ ବାନ୍ଧି ହତ୍ୟା କରି…
ବାଲିଗୁଡା(କେନ୍ୟୁଜ୍): ବାଲିଗୁଡା ଥାନା ରେବୀଙ୍ଗିଆ ଗାଁରେ ଚାଞ୍ଚଲ୍ୟ । ସ୍ଥାନୀୟ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ହାତ ଗୋଡ଼ ବାନ୍ଧି ମାଟି ତଳେ ପୋତିଦେଇ ଥିବା ସନ୍ଦେହ କରାଯାଉଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ଓ ସାଇଣ୍ଟିଫିକ…