Browsing Tag

unknown disease

ମାଲକାନଗିରି: ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ, ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ୧୦ ଦିନରେ ଗଲାଣି ୬ ଜୀବନ । ୧୦ରୁ ଅଧିକ ଲୋକ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଗୋଡ ଫୁଲି ଯାଉଛି ।…

ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ଗଲାଣି ୧୭ ଜଣଙ୍କ ଜୀବନ

ମାଲକାନଗିରି: ସାରା ବିଶ୍ବକୁ କୋଭିଡ୍ ୧୯ ଭୂତାଣୁ ନିଜର କାୟା ବିସ୍ତାର କରି ମହାମାରୀର ରୂପ ନେଇ ସାରିଛି । ଯାହାକୁ ନେଇ ସଭିଁଏ ଚିନ୍ତିତ ଥିବାବେଳେ, ଏହି ସମୟରେ ବୋଝ ଉପରେ ଲଳିତା ବିଡା ପରି ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ବ୍ଯାପିବାରେ ଲାଗିଛି । ଯାହାକୁ ନେଇ ଆତଙ୍କିତ ଲୋକେ ।…

ମାଲକାନଗିରିରେ ଅଜଣା ରୋଗ ନେଉଛି ଜୀବନ, ମଲେଣି ୧୭ରୁ ଅଧିକ ଲୋକେ

ମାଲକାନଗିରି (କେନ୍ୟୁଜ୍‌) : ସାରା ବିଶ୍ୱକୁ କୋଭିଡ-୧୯ ଭୂତାଣୁ କବଳିତ କରି ରଖିଥିବାବେଳେ ଏବେ ଡରାଉଛି ଅଜଣା ରୋଗ। କରୋନା ସଂକ୍ରମଣ ଭିତରେ ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ଲୋକଙ୍କୁ ଆତଙ୍କିତ କରୁଛି। ଗତ ୩ ମାସରେ ଗୋଟିଏ ଗାଁରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଆଉ ଏବେବି…

କରୋନାର କମ୍ପନ ଭିତରେ ବ୍ୟାପୁଛି ଆଉ ଏକ ଦୁର୍ଲଭ ରୋଗ, ଦେଶରେ ଦେଖିବାକୁ ମିଳିଲାଣି ୧୦୦ ମାମଲା

କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଆମେରିକା ଏବଂ ୟୁରୋପ ଦେଶ ସମେତ ଆହୁରି କିଛି ଦେଶ ଗୋଟେ ପରେ ଗୋଟେ ନୂଆ ବିପଦ ମାଡ଼ିଆସୁଛି। କରୋନାର ପ୍ରକୋପ ଜାରୀ ରହିଥିବାବେଳେ ଏବେ ଆଉ ଏକ ଦୁର୍ଲଭ ରୋଗ ବ୍ୟାପିବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋଗ ଦ୍ୱାରା…

ଟ୍ରି ମ୍ୟାନ ସିଂଡ୍ରୋମ ରୋଗରେ ପୀଡ଼ିତ ୭ ବର୍ଷର କୁନି ଝିଅ ରାଜେଶ୍ୱରୀ 

ମାଲକାନଗିରି (କେନ୍ୟୁଜ୍) : ଟ୍ରି ମ୍ୟାନ ସିଂଡ୍ରୋମ ରୋଗରେ ପୀଡ଼ିତ ୭ ବର୍ଷର କୁନି ଝିଅ ରାଜେଶ୍ୱରୀ  । ଅସହ୍ୟ ଯନ୍ତ୍ରଣାରେ ଛଯପଟ ହେଉଛି ରାଜେଶ୍ୱରୀ । ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ଵାଡା ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ପାଦରେ ମୋଟା ଚମଡା ଆବରଣ ହୋଇ…

ଅଜଣା ରୋଗରେ ପୀଡିତ ଜଗା, ଲୁହ ନୁହେଁ ଲହୁ ବୁହାଉଛନ୍ତି ବାପା-ମା

ଗଞ୍ଜାମ (କନ୍ୟେୁଜ୍‌) : ଶେରଗଡ ବ୍ଲକ୍‌ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ପ୍ରଭାକର ପ୍ରଧାନଙ୍କ ସୁଖର ସଂସାରରେ ଦୁଃଖର ବୋଝ ପଡିଛି। ତିନି ପୁଅ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବହୁତ ଦାରିଦ୍ର୍ୟରେ ଚଳୁଥିବା ପ୍ରଭାକରଙ୍କ ସାନ ପୁଅ ଜଗାର ଜନ୍ମ ପରେ ଯେମିତି ତାଙ୍କ ସୁଖର ସଂସାରରେ ଗ୍ରହଣ…

ମାଲକାନଗିରିରେ ଅଜଣା ରୋଗର ଆତଙ୍କ, ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଅଜଣା ରୋଗରେ ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ଗାଁରେ ଡାକ୍ତରୀ ଦଳ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସେମାନଙ୍କ ରକ୍ତ ଓ ଅନ୍ୟ ନମୁନା ସଂଗ୍ରହ କରାଯାଉଛି । ପ୍ରାଥମିକ ଭାବେ ଏକ୍ୟୁଟ ରେସପିରେଟୋରୀ…

ମାଲକାନଗିରିରେ ପୁଣି ଅଜଣା ରୋଗ ଆତଙ୍କ, ୧୫ ଦିନରେ ନେଲାଣି ୬ ଶିଶୁଙ୍କ ଜୀବନ

ମାଲକାନଗିରି (କେନ୍ୟୁଜ୍) : ପୁଣି ଅଜଣା ରୋଗ ଆତଙ୍କ। ୧୫ ଦିନରେ ନେଲାଣି ୬ ଶିଶୁଙ୍କ ଜୀବନ। ଜାପାନୀ ଏନସେଫାଲାଇଟିସ୍‌ ଓ ସ୍ୱାଇନ୍‌ ଫ୍ଲୁ ଭଳି ଭୟଙ୍କର ରୋଗ ପରେ ଏବେ ଅଜଣା ରୋଗ ନେଉଛି ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୭ଜଣ…

ଢେଙ୍କାନାଳ: ଅଜଣା ରୋଗର କାୟାରେ ଆତଙ୍କିତ ରସାସିଂହ ବାସିନ୍ଦା, ୩ଶହରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ

ଢେଙ୍କାନାଳ(କେନ୍ୟୁଜ୍‌):ଅଜଣା ରୋଗର କାୟାରେ ଆତଙ୍କିତ ରସାସିଂହ ବାସିନ୍ଦା। ଗତ ୨ମାସ ଧରି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ରସାସିଂହ ଗାଁରେ ଦେଖାଦେଇଛି ଅଜଣାରୋଗ। ପ୍ରଥମେ ଜ୍ୱର ଆସିବା ପରେ ଦେହ ହାତ ଦରଜ ହେବା ସହ ମୁହଁ ଓ ନାକ କଳା ପଡ଼ିଯାଉଛି। ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଥିବାରୁ…

ଅଜଣା ରୋଗର ଆତଙ୍କ ରାୟଗଡ଼ା, ଜଣେ ମୃତ ଓ ୧୩ ଆକ୍ରାନ୍ତ

ରାୟଗଡ଼ା (କେନ୍ୟୁଜ୍) : ଅଜଣା ରୋଗର ଆତଙ୍କ। କଲ୍ୟାଣସିଂହପୁରର ତାଡ଼ିଝୋଲା ଗାଁରେ ଅଜଣା ରୋଗରେ ଜଣେ ମୃତ, ୧୩ ଆକ୍ରାନ୍ତ। ଧମୁଣିପାଙ୍ଗ ପଞ୍ଚାୟତ ତାଡ଼ିଝୋଲା ଗାଁରେ ଗତ ସପ୍ତାହେ ହେଲା ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଏଥିରେ କାନାକା କୁମୁଟାଡ଼ିଙ୍କର ମୃତ୍ୟୁ ଘଟିଛି । ଗାଁରେ ଆଶା କର୍ମୀ ପହଞ୍ଚି…

କନ୍ଧମାଳରେ ଅଜଣା ରୋଗ ଆତଙ୍କ, ୫ ଜଣ ଆକ୍ରାନ୍ତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଦାରିଙ୍ଗବାଡ଼ି ବ୍ଳକ କୁକେରମାହା ଗାଁରେ ଅଜଣା ରୋଗ ଆତଙ୍କ । ପିଲାଙ୍କ ଦେହରେ ଘା’ ହୋଇଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସପ୍ତାହେ ତଳେ ପ୍ରଥମେ ଜଣଙ୍କୁ ଏହି ରୋଗ ହୋଇଥିଲା । ଧିରେ ଧିରେ ଅନ୍ୟ ପିଲାଙ୍କୁ ଏହି ରୋଗ…

ମାହାଙ୍ଗା : ଅଜଣା ରୋଗରେ ୭ଟି ଗାଇ ମୃତ

ମାହାଙ୍ଗା (କେନ୍ୟୁଜ୍) : ଅଜଣା ରୋଗରେ ୭ଟି ଗାଇ ମୃତ । କଟକ ଜିଲ୍ଲା ମାହାଙ୍ଗା ଚାହାପଡା ଜହଳ ଗ୍ରାମରେ ଅଜଣା ରୋଗରେ ୭ଟି ଗାଈଙ୍କ ମୃତ୍ୟୁ ଘଟିଛି । ଏବେବି ଗାଁରେ ୧୫ଟି ଗାଇ ଓ ବାଛୁରୀ ଅସୁସ୍ଥ ଅଛନ୍ତି । ଏନେଇ କୌଣସି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଡାକ୍ତର କି ଏଲଆଇ ଆସିନଥିବା ଯୋଗୁଁ…