Browsing Tag

unknown facts

ହସ୍ପିଟାଲ ଶଲ୍ୟ ଚିକିତ୍ସାରେ କାହିଁକି ରହିଛି ଥିଏଟରର ନାମ, ଜାଣନ୍ତୁ କାହିଁକି କୁହାଯାଏ ଅପରେସନ୍‌ ଥିଏଟର

ଆଜି ଆମେ କହିବୁ ଥିଏଟର ବିଷୟରେ । ସିନେମାଘର, ନାଟକଶାଳ, ନୃତ୍ୟଶାଳ ଏବଂ ରଙ୍ଗମଞ୍ଚକୁ ଥିଏଟର କୁହାଯାଏ । ଏଠାରେ ଅଭିନୟ ଏବଂ ନୃତ୍ୟ ଆଦିର ପ୍ରଦର୍ଶନ କରାଯାଏ । ସହଜ ଭାଷାରେ କହିବା ତ କଳା ପ୍ରଦର୍ଶନର ସ୍ଥାନ ଯାହାକୁ ରଙ୍ଗମଞ୍ଚ କୁହାଯାଏ ଏବଂ ଇଂରାଜୀରେ ଥିଏଟର କୁହାଯାଏ । ଏହିସବୁ ବ୍ୟତୀତ…

ପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ? ଜାଣନ୍ତୁ ଏହା କେମିତି ଖୋଲେ ଦୁର୍ଘଟଣାର ରହସ୍ୟ

ଆକାଶରେ ଯାତ୍ରୀଙ୍କୁ ଧରି ଉଡିବାବେଳେ ବେଳେବେଳେ ଦୁର୍ଘଟଣାର ଶିକାର ହୁଏ । ମଝି ଆକାଶରୁ ତଳକୁ ଖସି ପଡ଼େ ଆଉ ସେହି ମଝି ଆକାଶରେ ନିଆଁ ଲାଗି ବିଷ୍ଫୋରଣ ହୋଇଯାଏ । ଯାହାଫଳରେ ବିମାନରେ ଥିବା ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ । ତେବେ ଏହି ବିଷ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ଉକ୍ତ…

ବିଜୁଳି ମିଟରରେ ଲାଗିଥିବା ୩ଟି ଲାଇଟର କାମ କଣ? କାହିଁକି ଏହା ଥାଏ କଣ ଆପଣ ଜାଣିଛନ୍ତି

ବିଜୁଳି ମିଟରକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହାର ସିଷ୍ଟମ କେତେବେଳେ କେଉଁ ପ୍ରକାର କାମ କରିଥାଏ, ତାହା ଜାଣିବା ମୁସକିଲ ହୋଇପଡିଥାଏ । କିନ୍ତୁ ଏଥିରେ କିଛି ଇଣ୍ଡିକେଟର ଲାଗିଥାଏ, ଯାହା ବିଷୟରେ ଜାଣିବା ଗ୍ରାହକଙ୍କ ପାଇଁ ବେଶ୍‌ ଜରୁରୀ ହୋଇଥାଏ ।…

କ୍ୟାପ୍ସୁଲରେ କାହିଁକି ଥାଏ ଦୁଇଟି ରଙ୍ଗ ? ଜାଣନ୍ତୁ ଏହା ପଛର କାରଣ

ଆପଣଙ୍କ ଦେହ ଖରାପ ହେଲେ ଆପଣ ଔଷଧ ଖାଆନ୍ତି। ବେଳେ ବେଳେ ଆପଣଙ୍କୁ ଡାକ୍ତର ଔଷଧ ତାଲିକାରେ କ୍ୟାପସୁଲ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି। ଆପଣ ଲକ୍ଷ କରିଥିବେ ଏହି କ୍ୟାପସୁଲରେ ସବୁବେଳେ ଦୁଇଟି ରଙ୍ଗ ଥାଏ। ହେଲେ ଏପରି କାହିଁକି? ଏହା ଗୋଟିଏ ରଙ୍ଗର ବି ହୋଇପାରିବ। କିନ୍ତୁ ଏହା ପଛରେ…

ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ହେବ ଖାଲି, ପତ୍ତା ଲଗାଇବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ

ଦିନକୁ ଦିନ ବଢ଼ିଚାଲିଛି ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦର। ଗୋଟିଏ ସିଲିଣ୍ଡରକୁ ମାସେ ଚଲାଇବା ବହୁତ କଷ୍ଟକର ହୋଇପଡୁଛି। ସବୁ ଲୋକ ଚାହାଁନ୍ତି ସିଲିଣ୍ଡର ଯେମିତି ମାସେରୁ ଅଧିକ କଷ୍ଟେ ମଷ୍ଟେ ଚଳିଯାଉ। ହେଲେ ରୋଷେଇ ବେଳେ ତା ଏହାର ହିସାବ ରଖିବା ମୁସ୍କିଲ । ତେଣୁ ଆପଣଙ୍କୁ ଏହାର ଟେକନିକ…

ଜାଣନ୍ତୁ ପୃଥିବୀର ଏମିତି ଏକ ରହସ୍ୟମୟ ଜୀବ ବିଷୟରେ ଯାହା ବିନା ନିଶ୍ୱାସ ନେଇ ବି ଅଛି ଜୀବିତ

ଆମେ ସମସ୍ତଙ୍କୁ ଜଣା ଯେ ବିନା ନିଶ୍ୱାସ ପ୍ରଶ୍ୱାସରେ ପୃଥିବୀ ପୃଷ୍ଠରେ କୌଣସି ବି ଜୀବ ଦଣ୍ଡେ ମାତ୍ର ତିଷ୍ଠିବା ସମ୍ଭବ ନୁହେଁ । କିନ୍ତୁ ପ୍ରଥମ ଥର ପାଇଁ ବୈଜ୍ଞାନିକ ମାନେ ଏପରି ଏକ ରହସ୍ୟମୟ ଜୀବ ଆବିଷ୍କାର କରିଛନ୍ତି, ଯାହାକି ବିନା ନିଶ୍ଵାସ ନେଇ ବି ବଞ୍ଚିପାରିଛି । ଏହା ହୁଏତ ଦୁନିଆର…

ପୃଥିବୀ ଓ ଜୀବଜଗତ ସମ୍ବନ୍ଧୀୟ କିଛି ଅଜଣା ତଥ୍ୟ ଯାହା ଆପଣଙ୍କୁ କରିଦେବ ହତବାକ, ଜାଣନ୍ତୁ କଣ ଏହି ତଥ୍ୟ

କଣ ଆପଣଙ୍କୁ ଜଣାଅଛି ଯଦି ଜଣେ ବ୍ୟକ୍ତି ତାଙ୍କର ସବୁ ମସଲସକୁ ଏକତ୍ରୀତ କରିଦିଅନ୍ତି ତେବେ ସେ ବଡ ବଡ ଟ୍ରକକୁ ବି ଉଠାଇପାରିବେ? ଆଉ କଣ ଆପଣ ଜାଣିଛନ୍ତି ଶୀତ ଋୁତୁରେ କାହିଁକି ମୁହଁରୁ ଧୂଆଁ ବାହାରିଥାଏ ଏବଂ ଏହି ଜିନିଷ ଗରମ ଦିନରେ କାହିଁକି ହୁଏନାହିଁ। ସେହିପରି କଣ ଆପଣ ଜାଣନ୍ତି ଯଦି ଆପଣ…

ଜାଣନ୍ତୁ ପ୍ରତିଦିନ ବ୍ୟବହାର କରାଯାଉଥିବା ଜଳକୁ ନେଇ କିଛି ଅଜଣା କଥା

ଜଳ ହିଁ ଜୀବନ । ଜଳ ବିନା ସୃଷ୍ଟି ଅସମ୍ଭବ । ଜଳ ଆମକୁ ଜୀବନ ଦେବା ସହ ଏହା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠିବା ସମ୍ଭବ ହୋଇପାରିଛି । କିନ୍ତୁ ପାଣି ବିଷୟରେ ଏମିତି କିଛି ରୋଚକ କଥା ହୁଏତ ଆପଣ ଜାଣି ନଥିବେ । ତେବେ ଆସନ୍ତୁ ସେ ଉପରେ ଏକ ଦୃଷ୍ଟି ପକାଇବା | ୧. ପ୍ରତି ମଣିଷ ଶରୀରରେ…

ପ୍ରଜାପତିଙ୍କ ଆଖିରେ ଥାଏ ୬୦୦୦ ଲେନ୍ସ, ଜାଣନ୍ତୁ ପ୍ରଜାପତିଙ୍କ ବିଷୟରେ ଏମିତି କିଛି ଅଜଣା କଥା

ପ୍ରଜାପତିକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଏକ ପ୍ରକାର ବିଶେଷ ଅକୃଷ୍ଟତା ଥାଏ । ଛୋଟ ରୁ ବଡ ସମସ୍ତେ ପ୍ରଜାପତି ଟିଏ ଦେଖିଲା ମାତ୍ରେ ତାକୁ ଧରିବାକୁ ଗୋଡାଇଯାନ୍ତି । ଭରି ସୁନ୍ଦର ଦିଶୁଥିବା ଏହି ଛୋଟ ଜୀବ ସମ୍ପର୍କରେ କିଛି ରୋଚକ କଥା ଅନେକେ ହୁଏତ ଜାଣିନଥିବେ । ଆସନ୍ତୁ ଆଜି ସେସବୁ ଉପରେ ଏକ…

ଜାଣନ୍ତିକି, ମଣିଷର ଆଙ୍ଗୁଠି ଛାପ ପରି ଜିଭ ଚିହ୍ନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ

୧. ଆପଣ ମାନେ ତ ବହୁତ ଇଂରାଜୀ ଶବ୍ଦ ଗୁଡିକ ବିଷୟରେ ନିଶ୍ଚିତ ରୂପେ ଜାଣିଥିବେ । ଏହି ଇଂରାଜୀ ଭାଷାରେ ଅକ୍ଷର ମାନଙ୍କୁ ଯୋଡ଼ା ଯାଇ ବହୁତ ଲମ୍ବା ଧାଡି ଓ ଶବ୍ଦ ଗଠନ କରାଯାଇ ପାରିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ ହେବେ 'I am' ହେଉଛି ଇଂରାଜୀ ଭାଷାର ସବୁଠୁ ଛୋଟ ପୂର୍ଣ୍ଣ ବାକ୍ୟ । ଏଥିରେ…

ପିମ୍ପୁଡ଼ି କେତେ ସମୟ ବିଶ୍ରାମ ନିଏ, ଜାଣନ୍ତି କି ? ଜାଣନ୍ତୁ ଏମିତି କିଛି ଅଜଣା ତଥ୍ୟ

୧. କଣ ଆପଣ ଜାଣନ୍ତିକି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୋନାଲିସା ଚିତ୍ର ବିଷୟରେ ତ ନିଶ୍ଚିତ ଜାଣିଥିବେ । ଏହାକୁ ଇଟାଲୀର ପ୍ରଖ୍ୟାତ ଚିତ୍ରକର ଲିଓନାଡୋ ଦା ଭିଂଚି ୧୫୦୩ ମସିହାରେ ଆଙ୍କିବା ଆରମ୍ଭ କରିଥିଲେ । ଏହି ବହୁ ମୂଲ୍ୟ ପେଣ୍ଟିଙ୍ଗର ଦାମ ଭାରତୀୟ ମୁଦ୍ରା ହିସାବରେ ୫୨୫୩…

ଜାଣନ୍ତୁ ବିଶ୍ୱ ବ୍ରହ୍ମାଣ୍ଡର ୮ ଟି ବିରାଟ ରହସ୍ୟ, ଯାହାକୁ ମଣିଷ ଆଜିବି ଭେଦ କରିପାରିନାହିଁ

କାହିଁ କେଉଁ କାଳରୁ ମଣିଷ ଏହି ବିଶାଳ ବ୍ରହ୍ମାଣ୍ଡ ବିଷୟରେ ବିଭିନ୍ନ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିଆସୁଛି । ଏହା ପାଇଁ ପୃଥିବୀର ବିଶିଷ୍ଟ ବୈଜ୍ଞାନିକ ମାନେ କେତେଯେ ଗବେଷଣା କଲେଣି ତାର କୌଣସି ଠିକଣା ନାହିଁ । ବ୍ରହ୍ମାଣ୍ଡ ସଂବଧୀୟ କେତେ ଗୁଡିଏ ପ୍ରଶ୍ନର ଉତ୍ତର ମିଳିଥିବା ବେଳେ କିଛି…