ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କର ମୃତଦେହ, ଏପର୍ଯ୍ୟନ୍ତ ମିଳିନାହିଁ ପରିଚୟ
କଟକ (କେନ୍ୟୁଜ): କଟକ ଯୋବ୍ରା ବ୍ୟାରେଜ ୬୯ ଗେଟ ପାଖରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତ୍ୟୁ ଶରୀରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଉଦ୍ଧାର ପରେ ନଦୀ କୂଳକୁ ମୃତଶରୀରକୁ ଅଣାଯାଇଛି। ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତେବେ ମୃତଦେହକୁ ଶବ ବ୍ୟବଚ୍ଛେଦ…