ରାଜ୍ୟ ସଡ଼କ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ WCW2 Mar 9, 2023 0 ବାସୁଦେବପୁର (କେନ୍ୟୁଜ): ବାସୁଦେବପୁର ଧାମରା ରାସ୍ତାର ବିଦେଇପୁର ବିଦ୍ୟୁତ ଷ୍ଟ୍ରକ୍ଚର ଆଗରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଷୀଙ୍ଗା ପଞ୍ଚାୟତ ପଦୁ ନଗର ଅଞ୍ଚଳର ମଦନ ବରୋଇ ବୋଲି ଜଣାପଡିଛି।
ରାଜ୍ୟ ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ WCW2 Feb 5, 2023 0 ବାଲେଶ୍ଵର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଆଯୋଧ୍ୟା ମିତ୍ରପୁର ରାସ୍ତାରେ ଘଟିଛି ଏହି ଘଟଣା । ମୃତ ଭାଲୁଙ୍କ ମଧ୍ୟରେ ଦୁଇଟି ଛୁଆ ସହ ମା ରହିଥିବା ଜଣାପଡିଛି । ଖବର ଅନୁଯାୟୀ, ରବିବାର ଭୋର ସମୟରେ ତିନୋଟି ଭାଲୁ…