Browsing Tag

unlawful dhaba

ସମ୍ବଲପୁର : ଅପରାଧୀଙ୍କ ଆଡ୍ଡା ସ୍ଥଳୀ ଉପରେ ପୋଲିସ୍‌ର ନଜର, ବେଆଇନ ଢାବା ଭାଙ୍ଗା ଆରମ୍ଭ

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଳାରେ ଅପରାଧ ଓ ଅପରାଧୀଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡ଼ରେ ଥିବା କିଛି ବେଆଇନ ଢାବା । ଏହି ଢାବାରେ ବାହାର ରାଜ୍ୟର ଅପରାଧୀମାନେ ଆସି ରହିଥାନ୍ତି । ରାତି ହେଲେ ଆରମ୍ଭ ହୋଇଯାଏ ଅପରାଧିକ କାର୍ଯ୍ୟକଳାପ। ଲୁଟ, ହତ୍ୟା, ରାହାଜାନି ଭଳି…