ରାଜ୍ୟ ସରକାରଙ୍କ ଅନ୍ଲକ୍-୩ ଗାଇଡ୍ ଲାଇନ୍, ସାବଧାନ ହୋଇ ଯାଆନ୍ତୁ ବଢ଼ିଲା ଫାଇନ୍ର ପରିମାଣ
ଭୁବନେଶ୍ୱର (କେ ନ୍ୟୁଜ୍) : ଆଜି ଚାରିଟି ଜିଲ୍ଲା ଏବଂ ଗୋଟିଏ ପୌରାଞ୍ଚଳରେ ସରୁଛି ଲକ୍ଡାଉନ୍ ଅବଧି । କାଲିଠାରୁ ଆରମ୍ଭ ହେବ ଅନ୍ଲକ୍-୩ । ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଓଡ଼ିଶାରୁ…