Browsing Tag

unlock 5 guidelines

ଅନଲକ୍‌ ହେଉଛି ଦେଶର ରାଜଧାନୀ: ଆଜିଠୁ ସର୍ତ୍ତ ସହ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର

ନୂଆଦିଲ୍ଲୀ(କେନ୍ଯୁଜ୍): କାବୁ ହେଉଛି କରୋନା । ବିଭିନ୍ନ ରାଜ୍ୟ ଅନଲକ୍‌ ହେଉଛି । ଜୁଲାଇ ଗାଇଡଲାଇନରେ କିଛି ରାଜ୍ୟ କୋଭିଡ୍‌ କଟକଣାକୁ ଅଧିକ କୋହଳ କରିଛନ୍ତି । ଦୁଇ ମାସ ପରେ ଆଜିଠୁ ଦିଲ୍ଲୀରେ ସର୍ତ୍ତ ସହ ଖୋଲିବ ଜିମ୍‌, ଯୋଗ ସେଣ୍ଟର । କେବଳ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି…

ଦୀର୍ଘ ଦିନ ପରେ ପୁଣିଥରେ ହଲରେ ବସି ଦେଖିପାରିବେ ଫିଲ୍ମ, ୧୫ରୁ ଖୋଲିବ ସମସ୍ତ ସିନେମା ହଲ୍‌

ଫିଲ୍ମପ୍ରେମୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୧୫ରୁ ଖୋଲିବାକୁ ଯାଉଛି ସିନେମା ହଲ୍‌। ଦେଶର ସମସ୍ତ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ଚଳିତ ମାସରେ ଖୋଲିବାକୁ କେନ୍ଦ୍ର ସରକାର ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ସୂଚନା ଦେବା ଅବସରରେ…

ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ  ଅନଲକ୍‌-୫ ଗାଇଡଲାଇନ୍, ଜାଣନ୍ତୁ କଣ କଣ ଖୋଲିବାକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାର ଜାରି କଲେ  ଅକ୍ଟୋବର ମାସ ପାଇଁ  ଅନଲକ୍‌-୫ ଗାଇଡଲାଇନ୍‌। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡଉନ। ସ୍କୁଲ,କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି ଓ କୋଚିଂ ସେଣ୍ଟର,ଧର୍ମାନୁଷ୍ଠାନ  ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ।…

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଅନଲକ ୫.୦, ଜାଣନ୍ତୁ କଣ କଣ ଖୋଲିବାକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ):  କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଜୀବନ ଜୀବିକାକୁ ସ୍ବାଭାବିକ କରିବା  ପାଇଁ ଗୃହ ମନ୍ତ୍ରଣାଳୟ (MHA) ଆଜି ନୂତନ ଗାଇଡ ଲାଇନ ଜାରି କରିଛି। ଯାହା ଅକ୍ଟୋବର ୧ ତାରିଖ ଠାରୁ କାର୍ଯ୍ୟକାରୀ ହେବ।  ଆଜି ଜାରି କରାଯାଇଥିବା ନୂଆ ଗାଇଡ ଲାଇନରେ ରାଜ୍ୟ ଏବଂ…

ଆଜି ସରୁଛି ଅନଲକ୍‌ ୪: ଅନଲକ୍‌-୫କୁ ନେଇ ଖୁବ୍ ଶୀଘ୍ର ନୂଆ ଗାଇଡଲାଇନ୍‌ ଜାରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ସରୁଛି ଅନଲକ୍‌ ୪ । ଆସିବ ଅନଲକ୍‌-୫ । ନୂଆ ଗାଇଡଲାଇନ୍‌ ଜାରି କରିବେ କେନ୍ଦ୍ର ସରକାର । କ'ଣ ହେବ ଅନଲକ୍‌-୫ର ରୂପରେଖ ? ଖୋଲିବ କି ସିନେମା ହଲ, ସୁଇମିଂ ପୁଲ୍‌, ଥିଏଟର ? ଅକ୍ଟୋବର ପାଇଁ କଣ ହେବ ସରକାରଙ୍କ ଷ୍ଟ୍ରାଟେଜୀ । ସେହିଭଳି ରାଜ୍ୟରେ ମନ୍ଦିର ଖୋଲିବ କି ? ଏହି…