ଆଉ ଦିନକ ପରେ ଧନତେରସ, ଜାଣନ୍ତୁ ଏହି ଦିନରେ କ’ଣ କିଣିବେ ଆଉ କ’ଣ କିଣିବା ଉଚିତ ନୁହେଁ
କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିକୁ ଧନତେରସ ଭାବେ ପାଳନ କରାଯାଏ। ଧନତେରସ ଦୀପାବଳି ପୂର୍ବରୁ ଆସିଥାଏ। ଚଳିତ ବର୍ଷ ଧନତେରସ ୧୩ ନଭେମ୍ୱରରେ ପାଳନ କରାଯିବ। ଧନତେରସରେ ଜିନିଷ କିଣିବାରେ ବିଶେଷ ମହତ୍ତ୍ୱ ଥାଏ। ଏମିତି ମାନ୍ୟତା ଅଛି କି ଧନତେରସର ଶୁଭ ଦିନରେ ସୁନା, ରୂପା ଓ…