Browsing Tag

unsafe sandal tree

ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…

ରକ୍ତଚନ୍ଦନ ଗଛ ସବୁବେଳେ ରହୁଛି ଲୁଟେରାଙ୍କ ଟାର୍ଗେଟ୍‌ରେ, କାହିଁକି ଜାଣନ୍ତୁ

ଅତ୍ୟନ୍ତ ପବିତ୍ର କୁହାଯାଉଥିବା ଓ ଦେବ ପୂଜାରେ ବ୍ୟବହୃତ ଲାଲ ଚନ୍ଦନର ଚାହିଦା କେତେ ଆପଣ ଜାଣନ୍ତି । ଭାରତରେ ଏକ ଖାସ ସ୍ଥାନରେ ମିଳିଥାଏ ଲାଲ ଚନ୍ଦନ । ଆନ୍ଧ୍ର ପ୍ରଦେଶର ଶେଷାଚଲମର ପାହାଡିଆ ସ୍ଥାନରେ ମିଳିଥାଏ । ଏହାର କାଠର ବିଶେଷ ମହତ୍ୱ ରହିଛି । ବିଶେଷ କରି ଶିବ ଓ ଶକ୍ତି ପୂଜାରେ ପୂଜକ…