Browsing Tag

UP CM Yogi Adityanath

ମୋଦିଙ୍କ ପରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ, ହ୍ଵାଟସଆପରେ ଆସିଲା ମେସେଜ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ୧୨୨ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଖବର ମିଳିଛି । ମେସେଜରେ ଲେଖାଯାଇଛି କି ‘ମୁଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବି। ଏହି ଖବର ମିଳିବା…

ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ମୁଁ ଭାରତ ଫେରିବି: ଅଭିନେତା କମାଲ ଆର୍‌ ଖାନ୍‌

ସୋସିଆଲ ମିଡିଆ ଟ୍ଵିଟରରେ ପ୍ରାୟତଃ ନିଜ ବିବାଦୀୟ ବୟାନ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା କମାଲ ଆର ଖାନ୍‌ ଏବେ ପୁଣି ଏକ ଟ୍ଵିଟ୍‌ କରିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ପୁଣିଥରେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି କମାଲ ଆର ଖାନ୍‌। ଏଥରକ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

ପ୍ରବଳ ବରଫପାତ ଯୋଗୁ କେଦାରନାଥରେ ଫସିଲେ ଯୋଗୀ ଆଦିତ୍ୟ ନାଥ ଓ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌

ପ୍ରବଳ ବରଫପାତ ଯୋଗୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ କେଦାରନାଥରେ ଫସିଯାଇଛନ୍ତି। ପାଗ ବଦଳିବା ପରେ ସେମାନେ ବଦ୍ରୀନାଥ ପାଇଁ ଯାତ୍ରା କରିବେ ବୋଲି ଜଣାଯାଇଛି। #WATCH Uttarakhand: CM Trivendra Singh…

ନବରାତ୍ରରେ ଯୋଗୀ ଆଦିତ୍ୟନାଥ ଆରମ୍ଭ କଲେ ‘ମିଶନ ଶକ୍ତି’, ରାଜ୍ୟ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଘୋଷଣା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ନେଇ ଶନିବାର ମିଶନ ଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି। ଏ ଅବସରରେ ଯୋଗୀ କହିଛନ୍ତି ଆମେ ନାରୀଙ୍କୁ ବ୍ୟବହାରିକ ଜୀବନରେ ମଧ୍ୟ ଶକ୍ତିର ସ୍ୱରୂପ ଭାବେ ପ୍ରସ୍ତୁତ କରି ପାରିବା, ଏହି ଭାବନାକୁ ଆଗକୁ ବଢ଼ାଇବା ପାଇଁ ଆଜି ସରକାର…

ଯୌନ ଉତ୍ପୀଡ଼ନ କିମ୍ବା ବଳାତ୍କାର କରୁଥିବା ଭଳି ଅପରାଧୀଙ୍କ ପାଇଁ ଯୋଗୀ ଆଦିତ୍ୟନାଥ ନେଲେ ବଡ ପଦକ୍ଷେପ

ଯୌନ ଅପରାଧ ମାମଲାରେ ମହିଳା ତଥା ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ବର୍ତ୍ତମାନ ଉତ୍ତରପ୍ରଦେଶର ରୋଡ୍ କ୍ରସିଂରେ ସେମାନଙ୍କର ପୋଷ୍ଟର ପାଇବେ। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ବିରୋଧରେ…

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ଲକ୍ଷ, ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଣୋ କରିଛନ୍ତି ଉତ୍ତରପ୍ରଦେଶ…

ପରଦାକୁ ଆସିପାରେ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ ! ଏହି ଅଭିନେତା ଯୋଗୀ ଭୂମିକାରେ ଆସିବେ ନଜର

ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ଖୁବଶୀଘ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି। ଲକଡାଉନ ସରିବା ପରେ ନିରହୁଆ ଏହି ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି। ଆଉ ଜାଣିଛନ୍ତି, ଏହି ଫିଲ୍ମରେଯୋଗୀଙ୍କ ଚରିତ୍ରରେ କିଏ ନଜର ଆସିବେ।…