ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ୫୮ ଆସନ ପାଇଁ ଭୋଟିଂ; ୬୨୩ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ : ଆଜିଠୁ ଉତ୍ତର ପ୍ରଦେଶ ମହାସଂଗ୍ରାମ । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ସିଟ୍ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୧୧ ଜିଲ୍ଲା ସାମ୍ଲି, ହାପୁର, ଗୌତମ ବୁଦ୍ଧ…