Browsing Tag

UP government

ଧର୍ମାନୁଷ୍ଠାନ ମାନଙ୍କରୁ ୪୫ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ଲାଉଡ଼ସ୍ପିକର ହଟାଇଲେ ୟୁପି ସରକାର

ଉତ୍ତର ପ୍ରଦେଶର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରୁ ୪୫ ହଜାର ୭୭୩ ସଂଖ୍ୟକ ଲାଉଡ଼ ସ୍ପିକରକୁ କଢ଼ା ଯାଇଛି । ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେବା ସମୟରେ ଉତ୍ତରପ୍ରଦେଶ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତିଯେ, ୪୫ ହଜାର ୭୭୩ ସଂଖ୍ୟକ ଲାଉଡ଼ ସ୍ପିକର କଢ଼ା ଯାଇଥିବା ବେଳେ ୫୮…

ଏବେଠୁ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ପାରନ୍ତି ଯୋଗୀ ସରକାର! ଏହା ଉପରେ ଜଲଦି ହୋଇପାରେ ବିଚାର

ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ପରିଷଦ ରାଜ୍ୟର ୩ କୋଟି ବିଦ୍ୟୁତ ଉପଭୋକ୍ତାଙ୍କ ତରଫରୁ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନବଗଠିତ ମନ୍ତ୍ରୀ ପରିଷଦକୁ ଧନବାଦ ଜଣାଇଛି। ଏଥି ସହିତ ଭରସା ଦେଇଛି ଯେ ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଏବଂ ଘରୋଇ ଉପଭୋକ୍ତାମାନଙ୍କୁ ଶସ୍ତା ବିଦ୍ୟୁତ…

ହୋଲିରେ ସରକାରଙ୍କ ବଡ଼ ଉପହାର! ୧.୬୫ କୋଟି ଲୋକ ମାଗଣାରେ ପାଇବେ LPG ସିଲିଣ୍ଡର

ୟୁପିରେ ଯୋଗୀ ସରକାର ଗଠନ ହେବାକୁ ଯାଉଛି। ଏଥି ସହିତ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ ବି ପୂରା କରିବାର ସମୟ ଆସି ଯାଇଛି। ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ବିତରଣ କରିବା। ୟୁପି ସରକାରଙ୍କ ଏହି ଯୋଜନା…

ସରକାରଙ୍କ ବଡ଼ ନିଷ୍ପତ୍ତି : ପିଲାଙ୍କୁ ଭିକ ମଗାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୈା :  ପିଲାଙ୍କୁ ଭିକ ମଗାଇବା ଏବେ ପଡ଼ିବ ମହଙ୍ଗା । ଭିକ ମଗାଉଥିବା ଲୋକଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏପରି କହିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ଯୋଗୀ ସରକାର ଏଥିପାଇଁ ବଡ଼ ଯୋଜନା ନେଇ ଆସୁଥିବା ଜଣାଯାଇଛି । ଆଜିର ଶିଶୁ କାଲିର ନାଗରିକ, ଦେଶର ଭବିଷ୍ୟତ ।…

ଗୋଟିଏ ଝଟକାରେ ବେରୋଜଗାର ହେଲେ ୨୫ହଜାର ହୋମଗାର୍ଡ, ଜାଣନ୍ତୁ କାହିଁକି ଉପୁଜିଲା ଏଭଳି ପରିସ୍ଥିତି

ଉତ୍ତରପ୍ରଦେଶରେ ୨୫ ହଜାର ହୋମଗାର୍ଡ ବେରୋଜଗାର ହୋଇଛନ୍ତି। ଗତ ସୋମବାର ଦିନ ଯୋଗୀ ସରକାର ୨୫ ହଜାର ହୋମଗାର୍ଡଙ୍କର ଚାକିରୀ ଉଚ୍ଛେଦ କରିଛନ୍ତି। ରିପୋର୍ଟ ଅନୁଯାୟୀ ପୋଲିସ ତୁଳନାର ଦରମା କରାଯିବା ପରେ ବଜେଟର ଭାର ବଢିଯାଇଛି। ଏହାକୁ ବାଲାନ୍ସ କରିବା ପାଇଁ ହୋମଗାର୍ଡମାନଙ୍କ ଚାକିରୀ ଉଚ୍ଛେଦ…

ରାକ୍ଷୀପୂର୍ଣିମାରେ ଯୋଗୀ ସରକାରଙ୍କ ଉପହାର, ମାଗଣାରେ ମହିଳାମାନେ ବସ୍‌ରେ କରିପାରିବେ ଯାତ୍ରା

ରାକ୍ଷୀପୂର୍ଣିମା ଅବସରରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ଦେଇଛନ୍ତି ଉପହାର । ରକ୍ଷାବନ୍ଧନ ଦିନ ଯେଉଁ ଯୁବତୀମାନେ ବସ୍‌ରେ ଯାତ୍ରା କରିବେ, ସେମାନଙ୍କୁ ଯାତ୍ରା ଶୁକ୍ଳ ଦେବାକୁ ପଡିବନାହିଁ ଘୋଷଣା କରିଛନ୍ତି ଯୋଗୀ ସରକାର। ୟୁପି ପରିବହନ ବିଭାଗ ପକ୍ଷରୁ ଟ୍ଵିଟ୍‌ କରାଯାଇଯାଇ ଏହି…