Browsing Tag

up news

ଉତ୍ତର ପ୍ରଦେଶ: ହାଇକୋର୍ଟଙ୍କ ବଡ଼ ରାୟ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ବିବାହିତଙ୍କ ସମ୍ପର୍କ ‘ଅପରାଧ’, ଏହା…

ଆଲାହାବାଦ ହାଇକୋର୍ଟ ‘ଲିଭ୍‌-ଇନ୍‌ ରିଲେଶନଶିପ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ମହିଳା ଛାଡ଼ପତ୍ର ନ ନେଇ ଅନ୍ୟ ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ତା’ହେଲେ ସେ କୋର୍ଟଙ୍କଠାରୁ ସୁରକ୍ଷା ପାଇବାର ହକଦାର ନୁହନ୍ତି। ଏହି କାମ ଆଇପିସି ଧାରା…

ସମ୍ଭଳ ହସ୍ପିଟାଲରୁ ଭାଇରାଲ ହୋଇଛି ଏକ ଛାତିଥରା ଭିଡିଓ, ଶବକୁ ଟାଣି ନେଉଛି ବୁଲା କୁକୁର

ଆଜିକାଲି ସମାଜରେ ମାନବିକତା ଯେମିତି ସମ୍ପୂର୍ଣ୍ଣ ରୂପରେ ଲୋପ ପାଇବାରେ ଲାଗିଛି। ବଞ୍ଚିଥିଲା ବେଳେ ମଣିଷକୁ ସମ୍ମାନ ଦେବା ତ ଦୂରର କଥା ମଲା ପରେ ବି ଦେଉନାହାନ୍ତି। ସାଧାରଣତଃ ମୃତ ଶରୀରକୁ ସମ୍ମାନ ଦିଆଯାଇଥାଏ । ହେଲେ ତାହା ବି ସମାଜରେ ଦେଖିବାକୁ ମିଳୁନି । ଏମିତ ଏକ ଅମାନବିୟ ଘଟଣା…

ଛୁଟି ନ ମିଳିବାରୁ ଚାକିରି ଛାଡ଼ିଲେ ପୋଲିସ ଅଧିକାରୀ, କହିଲେ-‘ସ୍ତ୍ରୀଙ୍କ ଠାରୁ ବଡ଼ କେହି ନୁହେଁ’

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବି ବଡ଼ ଅଜବ। ପାଖରେ ଥିଲେ ଉଭୟେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗୁଥିବା ବେଳେ ଟିକେ ଦୂରେଇ ଗଲେ ଉଭୟେ ଉଭୟଙ୍କୁ ଖୋଜିଥାନ୍ତି। ଆଉ ଏହି କାରଣରୁ ହିଁ ଏମାନଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ମଜଭୁତ ହୋଇଥାଏ। କିନ୍ତୁ ଅଧିକାଂଶ ସମୟ ସୋସିଆଲ ମିଡିଆରେ…

ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନ ଦେବାରୁ ଶିଶୁଙ୍କ ବୟସକୁ ୧୦୪ ବର୍ଷ ବୋଲି ଲେଖିଲେ ବିଡିଓ

ଲାଞ୍ଚ ନ ଦେବାରୁ ଏକ ଶିଶୁର ବୟସକୁ ୧୦୪ ବର୍ଷ ବୋଲି ଲେଖିଛନ୍ତି ବିଡିଓ। ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀର ଶାହାଜାହାନ୍‌ପୁରର ବେଲା ଗାଁରେ। ଏନେଇ ବିଡିଓ ଓ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବରେଲୀ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।…

ମା’ର ମୃତ୍ୟୁକୁ ସହ୍ୟ କରିନପାରି ମୁଖାଗ୍ନି ଦେବା ବେଳେ ଆଖି ବୁଜିଲା ପୁଅ

ଆଜିକାଲି ପୁଅମାନେ ମା’ବାପାଙ୍କୁ ପରିଣତ ବୟସରେ ଘରୁ ତଡ଼ି ଦେଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। କିଏ ମା’କୁ ବୋଝ କହି ଘରୁ ବାଡ଼େଇପିଟି ବିଦା କରିଦେଉଥିବା ବେଳେ ଆଉ କିଏ ସ୍ତ୍ରୀ ବୁଦ୍ଧିରେ ପଡ଼ି ବାପାଙ୍କୁ ଘରୁ ତଡ଼ିଦେଇ ତାଲା ପକାଇଦେଉଥିବା ଦେଖିବାକୁ ମିଳିଛି। ଆଉ…