ବରେଲି ହିଂସା ମାମଲାର ମାଷ୍ଟର ମାଇଣ୍ଡ ମୌଲାନା ତୌକିର ରଜା ଗିରଫ, ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଗଲା
ବରେଲି : ବରେଲି ହିଂସା ଘଟଣାରେ ଯୋଗୀ ସରକାରଙ୍କ ବଡ଼ ଆକ୍ସନ । ଇତେହାଦ-ଏ-ମିଲ୍ଲତ ପରିଷଦ (ଆଇଏମସି)ର ମୁଖ୍ୟ ମୌଲାନା ତୌକିର ରଜାଙ୍କୁ ଗିରଫ କରିଛି ୟୁପି ପୋଲିସ । ବରେଲି ପୋଲିସ ମୋଟ ୧୦ଟି ଏଫଆଇଆର ରୁଜୁ କରିଥିଲା । ଯେଉଁଥିରେ ୭ଟି ଏଫଆଇଆର କୌତିର ରଜାଙ୍କ ନାମରେ ରହିଥିଲା ।
ପୋଲିସ…