Browsing Tag

up police

ୟୁପି ପୋଲିସ ଭର୍ତ୍ତି ପରୀକ୍ଷା ପେପର ଲିକ୍‌ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ବୋର୍ଡ ଅଧ୍ୟକ୍ଷା

ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପରୀକ୍ଷାରେ ହୋଇଥିବା ପେପର ଲିକ୍ ମାମଲାରେ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଉତ୍ତରପ୍ରଦେଶରେ ୬୦…

ୟୁପି ପୋଲିସ ପରୀକ୍ଷା ବାତିଲ, ୬ ମାସ ପରେ ପୁନଃ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅନେକ ବିବାଦ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହେଉଥିବା ପୋଲିସ ପରୀକ୍ଷା ବାତିଲ୍ ହେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ…

ୟୁପି ପୋଲିସ ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ, କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

ଉତ୍ତର ପ୍ରଦେଶ ପୋଲିସ ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ । ୟୁପି ପୋଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ଆଡମିଟ୍ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ ଓ ନାଁ ରହିଛି । ଯାହା ଏବେ…

ଉମେଶ ପାଲ୍‌ ହତ୍ୟା: ଅଭିଯୁକ୍ତ ବିଜୟ-ଅର୍‌ବାଜଙ୍କୁ ଏନ୍‌କାଉଣ୍ଟର କରିଥିବା ପୋଲିସ କର୍ମୀଙ୍କୁ ନୋଟିସ୍‌

ଉମେଶ ପାଲ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟର କରି ଅସଦଙ୍କ ସମେତ ୪ ଅଭିଯୁକ୍ତଙ୍କୁ ନିପାତ କରିଛି। ଅଭିଯୁକ୍ତ ଅରବାଜ ଓ ବିଜୟ ଚୌଧୁରୀଙ୍କ ଏନକାଉଣ୍ଟରରେ ଯେଉଁ ପୋଲିସ କର୍ମୀ ସମ୍ପୃକ୍ତ ଥିଲେ, ସେମାନଙ୍କୁ ନ୍ୟାୟିକ ଆୟୋଗ ଏବେ ନୋଟିସ ପଠାଇଛନ୍ତି। ଏହି ପୋଲିସ କର୍ମୀଙ୍କର…

ମାଫିଆ ଅତିକ୍‌ ଅହମଦର ପୁଅ ଅସଦ ଓ ସୁଟର ମହମ୍ମଦ ଗୁଲାମ ମୃତ, ଝାନସୀରେ ଏନ୍‌କାଉଣ୍ଟର କଲା ୟୁପି ପୋଲିସ

ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ପୋଲିସ ଗୁଳିରେ ଟଳିଲେ ଦୁଇ ମୋଷ୍ଟ ଓ୍ଵାଣ୍ଟେଡ୍। ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡର ଦୁଇ ଓ୍ଵାଣ୍ଟେଡ୍ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ। ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଝାନସୀରେ ଅସଦ ଓ ଗୁଲାମକୁ…

‘ମାଲ୍‌ ମିଲେଗା’, ପୁଷ୍ପା ଭି ମିଲେଗା’ : ଭାଇରଲ ହେଉଛି ୟୁପି ପୋଲିସର ଟ୍ଵିଟ୍‌

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍‌ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର ଜିଲ୍ଲାରେ ଗାଗାଲେହରୀ ଅଞ୍ଚଳରେ…

କରୋନାରେ ଯୌତୁକ ପାଇଁ ଦିଆଗଲା ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ଜିନିଷ, ଖବର ହେଲା ଭାଇରାଲ

ଉତ୍ତରପ୍ରଦେଶ ଶାମଲୀରେ କ୍ୟୁରେଶୀ ସମାଜରେ ହୋଇଥିବା ବିବାହ ଏବେ ରହିଛି ଖୁବ ଚର୍ଚ୍ଚାରେ । ବିବାହରେ ମିଳିଥିବା ଯୌତୁକର ଭିଡିଓ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ବ୍ୟକ୍ତି ଜଣକ । ଏହି ଭିଡିଓରେ ଖୁଲମ ଖୁଲା ଭାବେ ଯୌତୁକରେ କେତେ ଅର୍ଥାରାଶି ଆଦି ଜିନିଷ ମିଳିଲା ସେ ସମ୍ପର୍କରେ…

ଅନର୍ଗଳ ଇଂଲିଶ କହୁଥିବା ଏହି ଆଫ୍ରିକୀୟ ଶୁଆ ଗାଏବ, ଖୋଜି ଆଣିଲେ ମିଳିବ ୫ ହଜାର ଟଙ୍କା

ଉତ୍ତର ପ୍ରଦେଶ ପୋଲିସ ଅଲିଗଡ଼ରେ ଏକ ଆଫ୍ରିକୀୟ ଶୁଆର ସନ୍ଧାନରେ ଲାଗି ପଡ଼ିଛି। ଶୁଆଟି ଗ୍ରେ ରଙ୍ଗର ହୋଇଥିବା ବେଳେ ତା’ ଲାଞ୍ଜ ଲାଲ୍‌ ରଙ୍ଗର। ଶୁଆକୁ ଖୋଜି ଆଣିବା ପାଇଁ ମାଲିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି। ସହରର ଜଣାଶୁଣା ଅର୍ଥପେଡିକ୍‌ ସର୍ଜନ ଡା. ଏସ୍‌.ସି. ଭର୍ସନେ ହେଉଛନ୍ତି…

ଇଣ୍ଟରନେଟ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖିଲେ, ଆଉ ରକ୍ଷା ନାହିଁ; ସିଧା ବନ୍ଧା ହୋଇଯିବେ

ଇଣ୍ଟରନେଟ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ବ୍ୟକ୍ତିଙ୍କୁ ଆଉ ରକ୍ଷା ନାହିଁ। ଯେଉଁମାନେ ମୋବାଇଲରେ ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖୁଛନ୍ତି, ପୋଲିସ ଏବେ ସେଭଳି ଲୋକଙ୍କ ଉପରେ କଡ଼ା ନଜର ରଖିବ। ଏହି ନିୟମ ଲାଗୁ ହୋଇଛି ଉତ୍ତର ପ୍ରଦେଶରେ। ରିପୋର୍ଟ ମୁତାବକ, ସୁବେରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ…

ଦାଢ଼ି କାଟିବା ପରେ ପୁଣିଥରେ ଡ୍ୟୁଟିରେ ଯୋଗ ଦେଲେ ପୋଲିସ ସବ୍‌ଇନ୍ସପେକ୍ଟର, କିଛିଦିନ ତଳେ ହୋଇଥିଲେ ସସ୍‌ପେଣ୍ଡ

ଦାଢ଼ି କାଟିବା ପରେ ପୁଣିଥରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶର ବାଘପତରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଇନ୍ତସାର ଅଲ୍ଲୀ। ବିନା ଅନୁମତିରେ ଦାଢ଼ି ରଖିଥିବାରୁ ନିକଟରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।। ମାତ୍ର ଦାଢ଼ି କାଟିବା ପରେ ପୁଣିଥରେ ତାଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ…

ୟୁଟ୍ୟୁବରୁ ଶିଖୁଥିଲେ ଲୁଟ ତରିକା, ରାତି ୧୨ ଟା ପରେ ଭକୁଆ ବନାଇ ଖାଲି କରୁଥିଲେ ଲୋକଙ୍କ ଆକାଉଣ୍ଟ

ଉତ୍ତରପ୍ରଦେଶ ସ୍ଥିତ ଅମରୋହା ପୋଲିସ ଫର୍ଜି ଏଟିଏମ୍ କାର୍ଡ ବ୍ୟବହାର କରି ଏଟିଏମରୁ ଟଙ୍କା ଲୁଟିବା ମାମଲାରେ ଚାରି ଆରୋପିଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ଏକ କାର, ୧୪ ଟି ଡେଭିଟ କାର୍ଡ, କ୍ରେଡିଟ କାର୍ଡ, ସ୍ବାଇପ ମେସିନ ସମେତ ତିନି ତିନିଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ପୋଲିସ…

ପୋଲିସ୍ କବଜ୍ଜାରେ ମାଷ୍ଟରମାଇଣ୍ଡ ବିକାଶ ଦୁବେ: ହଁ ମୁଁ ବିକାଶ ଦୁବେ, ଗିରଫ ହେଲା ପରେ କ୍ୟାମେରାକୁ ଦେଖି ଏମିତି…

ମଧ୍ଯପ୍ରଦେଶ: ପୋଲିସ୍ କବଜ୍ଜାରେ ମାଷ୍ଟରମାଇଣ୍ଡ ବିକାଶ ଦୁବେ । ଶେଷରେ ଗିରଫ ହେଲା ମୋଷ୍ଟ ଓ୍ୱାନଟେଡ୍ ବିକାଶ ଦୁବେ । ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଛି ୟୁପି ପୋଲିସ । ଶୁକ୍ରବାର କାନପୁର ବିକ୍ରୁ ଗାଁରେ ଆମ୍ବୁସ ଲଗାଇ ୮ ଜଣ ପୋଲସ କର୍ମଚାରୀଙ୍କୁ ହତ୍ୟା କରିଥିଲା ଗ୍ୟାଙ୍ଗଷ୍ଟର…