Browsing Tag

up politics

ଗାଁର ସରପଞ୍ଚ ହେବା ପାଇଁ ଛାଡି ଦେଇଥିଲେ ଜଜ୍‌ ଚାକିରି, ପରେ ହେଲେ ଉତ୍ତର ପ୍ରଦେଶର ୧୩ ତମ ମଖ୍ୟମନ୍ତ୍ରୀ

ରାଜନୀତି କାହ ପାଇଁ ପେଶା ହୋଇଥିବା ବେଳେ କାହା ପାଇଁ ଏହା ନିଶା ହୋଇଥାଏ । ରାଜନୀତି ପାଇଁ ବହୁ ଲୋକ ବହୁ ପଦ ପଦବୀ ଛାଡିଦେବାର ନଜିର ରହିଛି । ତେବେ ଉତ୍ତର ପ୍ରଦେଶର ୧୩ ତମ ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀପତି ମିଶ୍ର ଦିନେ ଗାଁର ସରପଞ୍ଚ ପଦ ପାଇଁ ଜଜ୍‌ ଭଳି ଚାକିରିରୁ ଇସ୍ତଫା ଦେଇଥିଲେ ।…