ମିସ୍ ୟୁନିଭର୍ସ ହରନାଜ କୌର ସନ୍ଧୁଙ୍କ ନାମରେ ଥାନାରେ ଅଭିଯୋଗ କଲେ ଉପାସନା ସିଂ, ଫିଲ୍ମ ପାଇଁ ଚୁକ୍ତି କରି…
ମିସ୍ ୟୁନିଭର୍ସ ହରନାଜ୍ କୌର ସନ୍ଧୁଙ୍କ ନାମରେ ଥାନାରେ ମାମଲା। ଦି କପିଲ ଶର୍ମା ଶୋ’ରେ ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂହ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହରନାଜଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଉପସାନା ସିଂହ ହରନାଜ୍ ସନ୍ଧୁଙ୍କ ଉପରେ ତାଙ୍କ ପ୍ରଡକ୍ସନର ଫିଲ୍ମକୁ ନେଇ…