Browsing Tag

UPDATE

ଲତା ମଙ୍ଗେସ୍କରଙ୍କୁ ଅପମାନିତ କରି ପ୍ରବଳ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଦିନେ କୋଲକାତାର ରାଣାଘାଟ ଷ୍ଟେସନ୍‌ରେ ଭିକ ମାଗୁଥିବା ରାନୁ ମଣ୍ଡଳ ‘ଏକ ପ୍ୟାରକା ନଗମା ହେ..’ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେସନ୍‌ ହୋଇଯାଇଥିଲେ । ସେହି ରାନୁ ମଣ୍ଡଳ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ଲୋକପ୍ରିୟତା ପାଇଥିବା ବେଳେ…

ପାକିସ୍ତାନ ପୂରା ଦେବାଳିଆ ହୋଇ ସାରିଛି, ଏକଥା କହିଲେ ଖୋଦ୍‌ ଦେଶର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପୂରା ଅର୍ଥନୀତି ଭୁଶୁଡ଼ି ପଡ଼ିଛି । ଲୋକେ ଖାଇବାକୁ ପାଉ ନାହାନ୍ତି । କାରଣ ସବୁ ସାମଗ୍ରୀର ଦାମ୍‌ ସୀମା ଟପି ଯାଇଛି । ତେଲ ଦାମ ସାଙ୍ଗକୁ ଅତ୍ୟାବଶ୍ୟକ ଅଟାର ମୂଲ୍ୟ ଆକାଶଛୁଆଁଠୁ ଆହୁରି ଅଧିକ ହୋଇଛି । ତେଣୁ ସାଧାରଣ ଲୋକେ ନିତିଦିନିଆ ଖାଦ୍ୟ ବି ଯୋଗାଡ଼ କରିବାକୁ ସମର୍ଥ…

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ : ପ୍ରଚଣ୍ଡ ଭୂମିକଂପରେ ଥରିଲା ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶ ଭାନୁଆଟୁ। ଭାନୁଆଟୁର ବନ୍ଦର ନଗରୀ ଓରଲୀ ଠାରେ ରିକ୍‌ଟର ସ୍କେଲରେ ୭.୨ ତୀବ୍ରତାର ଭୂମିକଂପ ଅନୁଭୂତ ହୋଇଛି। ଏନେଇ ଆମେରିକୀୟ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ୧୦କିମି ଗଭୀରରେ ଥିଲା…

ଫିଫା ବିଶ୍ୱ କପ୍‌ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା-କ୍ରୋଏସିଆ ଏବଂ ଫ୍ରାନ୍ସ-ମରକ୍କୋ ଭେଟ

ଦୋହା : ଫିଫା ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲା ଚୂଡ଼ାନ୍ତ । ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବିଶ୍ୱର ଏହି ସର୍ବବୃହତ ଫୁଟବଲ କୁମ୍ଭରେ ଆର୍ଜେଣ୍ଟିନା ଏବଂ କ୍ରୋଏସିଆ ପ୍ରଥମ ସେମିଫାଇନାଲ୍‌ରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ୧୪ ତାରିଖ ଦିନ କାତାରର ଲୁସାଇଲ ଷ୍ଟାଡିୟମ୍‌ରେ ଖେଳାଯିବ ।…

‘ଆଫତାବ ମୋ ଆଗରେ ପଡ଼ିଲେ ତାକୁ ଟିକିଟିକି କରି ଶହେ ଖଣ୍ଡ କରି ଦେଇଥାନ୍ତି’

ନୂଆଦିଲ୍ଲୀ : ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଏବେ ଜେଲ୍‌ରେ ଥିବା ଆଫତାବକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ । ସେ କହିଛନ୍ତି, ଯଦି ଆଫତାବ ମୋ ସାମନାରେ ପଡ଼େ ତେବେ ତାକୁ ଖଣ୍ଡାରେ ହାଣି ଶହେ ଖଣ୍ଡ କରିଦେବି । ଶ୍ରଦ୍ଧା ହତ୍ୟାକାଣ୍ଡରେ ଅତ୍ୟନ୍ତ ମର୍ମାହତ ସନ୍ଥ ପରମହଂସ…

କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ପ୍ରାଣ ନେଇଥାନ୍ତା କରୋନା

ନୂଆଦିଲ୍ଲୀ : ଚୀନ୍‌ରେ କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ଜୀବନ ନେଇଥାନ୍ତା କରୋନା । ସାଂଘାଇରୁ ପ୍ରକାଶିତ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ଏଭଳି ରିପୋର୍ଟ ଦେଖଇବାକୁ ମିଳିଛି। ଏଥିରେ କୁହାଯାଇଛି କୋଭିଡ୍‌ କଟକଣା ହଟାଇଥିଲେ ଚୀନ୍‌ର ୨୩ କୋଟି ଲୋକ ସଂକ୍ରମିତ ହୋଇଥାନ୍ତେ । ୧୩ ଲକ୍ଷରୁ ୨୧…

ବ୍ରିଟେନ୍‌ ରାଣୀଙ୍କ ମୃତ୍ୟୁ ପରେ ରାଜା ହେବେ ଚାର୍ଲସ, ଜାଣନ୍ତୁ ଏହି ବିଶ୍ୱ ପ୍ରସିଦ୍ଧ ରାଜ ପରିବାର ବିଷୟରେ

ବ୍ରିଟେନ୍‌ରେ ଏବେ ରାଣୀ ଏଲିଜାବେଥଙ୍କ ପାଇଁ ଶୋକ । ଗତକାଲି ତାଙ୍କର ୯୬ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଯିଏକି ଦୀର୍ଘ ୭୦ ବର୍ଷ ଧରି ରାଜଗାଦିରେ ବସିଥିଲେ । ଆଉ ସେ ବ୍ରିଟିଶ ରାଜ ପରିବାରର ସବୁଠାରୁ ଅଧିକ ବର୍ଷ ଧରି ଶାସନ ଗାଦିରେ ବସିଥିବା ଉତ୍ତରାଧୀକାରୀ । ତାଙ୍କ ପରେ ଏବେ ରାଜଗାଦିର…

ଅନେକ ସୁପରହିଟ୍‌ ଓଡ଼ିଆ ଗୀତ ଗାଇଛନ୍ତି ନିର୍ମଳା ମିଶ୍ର, କିଛି ଗୀତର ତାଲିକ ଦେଖି ଜାଣି ନିଅନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ତାଙ୍କର ଆଉ କିଛି ଓଡ଼ିଆ ଗୀତ ଭିତରେ ଅନୁତାପ ସିନେମାର ନିଦଭରା ରାତି, ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା, ଅଦିନ ମେଘ ଫିଲ୍ମର ଯୋଛନା ଲୁଚନା, ଚିଲିକା ତୀରେର ସୁଲୁସୁଲିଆ ଚୁଲୁବୁଲିଆ ଚଇତି ବାଆ, ଯାଆ ଯାଆରେ ଭାସିଯା ମନ ପବନ ନଉକା, ଶ୍ରୀକୃଷ୍ଣ ରାସଲୀଳାରେ ‘ଚନ୍ଦନ…

ଏଜବାଷ୍ଟନ ଟେଷ୍ଟ : ଇଂଲଣ୍ଡ ଆଗରେ ଭାରତ ରଖିଲା ୩୭୮ ରନ୍‌ର ବିଜୟଲକ୍ଷ୍ୟ

ବର୍ମିଂହମ୍‌ : ଏଜବାଷ୍ଟନ ଟେଷ୍ଟର ଆଜି ଚତୁର୍ଥ ଦିବସରେ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ତେବେ ଦ୍ୱିତୀୟ ପାଳିରେ ୨୪୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ଭାରତୀୟ ଦଳ । ଦ୍ୱିତୀୟ ଇନିଂସ୍‌ରେ ଭାରତ ପକ୍ଷରୁ ଓପ୍ନର ପୂଜାରା ୬୬, ପ୍ରଥମ ଇନିଂସ୍‌ରେ ଜୋରଦାର…

ଏଜବାଷ୍ଟନ ଟେଷ୍ଟ : ଇଂଲଣ୍ଡ ପ୍ରଥମ ପାଳିରେ ୨୮୪ ରନ୍‌ କରି ଅଲ୍‌ଆଉଟ୍‌

ବର୍ମିଂହାମ୍‌ : ଏଜବାଷ୍ଟନ ଟେଷ୍ଟରେ ଘରୋଇ ଇଂଲଣ୍ଡ ଦଳ ପ୍ରଥମ ପାଳିରେ ୨୮୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଫଳରେ ଭାରତ ୧୩୨ ରନ୍‌ରେ ଆଗୁଆ ରହିଛି । ଏହାପରେ ଭାରତୀୟ ଦଳ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି । ମାତ୍ର ୮୩ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିବା ଇଂଲଣ୍ଡକୁ ଜନୀ ବ୍ୟାରେଷ୍ଟୋ…

ଶାଶୁ ଘରେ ତପସ୍ୱିନୀ ଘର ଲୋକ ବାହାରେ, କୋର୍ଟରେ ଚାଲିଛି ପିଟିସନ୍‌ ଯୁଦ୍ଧ

ବ୍ରହ୍ମପୁର (କେନ୍ୟୁଜ୍‌) : ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁ ଘରେ ଆଉ ଶୁଶୁ ଘର ଲୋକେ ବାହାରେ । ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ । ଜିଲ୍ଲା…

ତୃତୀୟ ଟେଷ୍ଟ : ବୁମରା ନେଲେ ୫ ଓ୍ଵିକେଟ୍‌, ଦକ୍ଷିଣ ଆଫ୍ରିକା ୨୧୦ ରନ୍‌ରେ ଅଲ୍‌ଆଉଟ୍‌

କେପ୍‌ ଟାଉନ୍‌ : ପେସ୍‌ ବୋଲର୍‌ ଯଶପ୍ରୀତ ବୁମରା ନିଜ ପ୍ରତିଶ୍ରୁତି ରଖିଲେ । ତୃତୀୟ ଟେଷ୍ଟ ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଚ୍ୟାଲେଞ୍ଜ ଦେଇ ଚେତାବନୀ ଦେଇଥିଲେ । ଆଉ ସତରେ ତାହା କରି ଦେଖାଇଲେ । ବୁମରା ୫ଟି ଓ୍ଵିକେଟ୍‌ ନେବା ଯୋଗୁଁ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ପାଳିରେ ୨୧୦…