ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିବେ କି ବିରାଟ କୋହଲି ?
ବିସିସିଆଇ ଏବେ ଖେଳାଳିଙ୍କୁ ନେଇ ଟିକେ ଅଧିକ କଡ଼ାକଡ଼ି ହୋଇଛି । ଏହି କାରଣ ଯୋଗୁଁ ଶ୍ରେୟଶ ଆୟର ଓ ଇସାନ କିଷାନ୍ ବିସିସିଆଇ ଚୁକ୍ତିରୁ ବାଦ୍ ପଡ଼ିଛନ୍ତି । ଏବେ ଏଭଳି କିଛି ଘଟଣା ପୂର୍ବତନ ଅଧିକାରୀ ତଥା ଭେଟେରାନ୍ ବ୍ୟାଟର ବିରାଟ କୋହଲିଙ୍କ ଭାଗ୍ୟରେ ଆସି ପାରେ । କୋହଲି ଆଗାମୀ ଟି-୨୦…