କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ପ୍ରାଣ ନେଇଥାନ୍ତା କରୋନା
ନୂଆଦିଲ୍ଲୀ : ଚୀନ୍ରେ କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ଜୀବନ ନେଇଥାନ୍ତା କରୋନା । ସାଂଘାଇରୁ ପ୍ରକାଶିତ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ଏଭଳି ରିପୋର୍ଟ ଦେଖଇବାକୁ ମିଳିଛି। ଏଥିରେ କୁହାଯାଇଛି କୋଭିଡ୍ କଟକଣା ହଟାଇଥିଲେ ଚୀନ୍ର ୨୩ କୋଟି ଲୋକ ସଂକ୍ରମିତ ହୋଇଥାନ୍ତେ । ୧୩ ଲକ୍ଷରୁ ୨୧…