Browsing Tag

UPDATE

ଟି୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡର ଚ୍ୟାଲେଞ୍ଜ, ୧୭୩ ରନ୍‌ କଲେ ଟ୍ରଫି ତୁମର

ଦୁବାଇ : କିଏ ଜିତିବ ଆଇସିସି ଟି୨୦ ବିଶ୍ୱ କପ୍‌ ଟ୍ରଫି, ଅଷ୍ଟ୍ରେଲିଆ ନା ନ୍ୟୁଜିଲାଣ୍ଡ ? ଚାଲିଛି ଟ୍ରାନ୍ସ-ଟାସମାନିଆ ଲଢ଼େଇ । ପ୍ରଥମ ଭାଗ ଖେଳ ସରି ଯାଇଛି ଏବଂ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ଚ୍ୟାଲେଞ୍ଜ ଦେଇଛି । ଆଜି ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି…

ଆଫଗାନ୍‌ ବୋଲରଙ୍କୁ ମାରିକି ଛତୁ କରିଦେଲେ ରୋହିତ ଓ ରାହୁଲ

ଦୁବାଇ : ବୋଧହୁଏ ପ୍ରଥମ ଦୁଇ ମ୍ୟାଚ୍‌ର ପରାଜୟର ରାଗକୁ ଆଜି ଶୁଝାଇଛି ଭାରତୀୟ ଦଳ । ଟି୨୦ ବିଶ୍ୱ କପ୍‌ ରେ ଆଜି ଟିମ୍‌ ଇଣ୍ଡିଆର ଦୁଇ ଓପ୍ନର ଆଫଗାନିସ୍ତାନ ବୋଲରଙ୍କୁ ଏମିତି ଧୁଲେଇ କଲେ ଯେ ସମସ୍ତଙ୍କୁ ସ୍ତବ୍‌ଧ କରି ଦେଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ…

ଆଇପିଏଲ୍‌ ନିଲାମୀ : ଲକ୍ଷ୍ନୌ ୭୦୦ କୋଟି ଓ ଅହମଦାବାଦ ୫ ହଜାର ୬୦୦ କୋଟିରେ ବିକ୍ରି

ଦୁବାଇ : ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ଆଇପିଏଲ୍‌ ନୂଆ ଟିମ୍‌ ନିଲାମୀରେ ସର୍ବାଧିକ ବିଡ୍‌ ଉପସ୍ଥାପନ କରି କିଣିଛି ଲକ୍ଷ୍ନୌକୁ । ଅହମଦାବାଦ ଟିମ୍‌କୁ କିଣିଛି ସିଭିସି କ୍ୟାପିଟାଲ୍‌ସ । ଲକ୍ଷ୍ନୌକୁ ୭୦୦ କୋଟି ଟଙ୍କାରେ ଗୋଏଙ୍କା ଗ୍ରୁପ୍‌ କିଣିଥିବା ବେଳେ ଅହମଦାବାଦକୁ ୫,୬୦୦ କୋଟି…

ହିଟମ୍ୟାନଙ୍କ ଶତକ ଭାରତର ସମ୍ମାନ ରଖିଲା, ଏବେ ମ୍ୟାଚ ବଞ୍ଚାଇବା ଦାୟିତ୍ୱ ଅଧିନାୟକ କୋହଲିଙ୍କର

ଇଂଲଣ୍ଡ : ହିଟମ୍ୟାନ ଖେଳିଲେ ୨୫୬ ବଲ ଆଉ ସ୍କୋର କଲେ ୧୨୭ ରନ । ଏଥିରେ ରହିଛି ୧୪ଟି ଚୌକା ଓ ଗୋଟିଏ ଛକା । ହେଲେ ଦଳର ବିପଦ ବେଳେ ଅସୀମ ଧର‌୍ୟ୍ୟ ଦେଖାଇଛନ୍ତି ହିଟମ୍ୟାନ ଭାବେ ପରିଚିତ ଓପନର ରୋହିତ ଶର୍ମା । ପ୍ରଥମେ କେ.ଏଲ ରାହୁଲ (୪୬) ଓ ପରେ ଚେତେଶ୍ୱର ପୂଜାରା (୬୧)ଙ୍କ ସହ ବଢିଆ…

ଚତୁର୍ଥ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ

ଲଣ୍ଡନ : ଟିମ ଇଣ୍ଡିଆର ସବୁ ବୋଲର ମିଳିମିଶି ଇଂଲଣ୍ଡକୁ ୨୯୦ ରନରେ ଅଲଆଉଟ କରିଦେଲେ । ତଥାପି ଘରୋଇ ଦଳ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂରେ ୯୯ ରନରେ ଆଗୁଆ ରହିଛି । ଇଂଲଣ୍ଡ ପକ୍ଷରୁ ଓଲି ପୋପ ସର୍ବାଧିକ ୮୧ ଏବଂ କ୍ରିସ ଓକସ ୫୦ ରନ କରିଥିଲେ । ଭାରତ ତରଫରୁ ଉମେଶ ଯାଦବ ୩, ଯଶପ୍ରୀତ ବୁମରା ୨,…

ସ୍ପେସାଲ ଓଜେଇ ବି-ଟେକ୍‌ ଫର୍ମ ଦାଖଲ ସମୟ ସୀମା ବଢ଼ିଲା

ଭୁବନେଶ୍ୱର : ସ୍ପେସାଲ ଓଜେଇଇ ବି-ଟେକ୍‌ ଫର୍ମ ଭରିବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସମୟ ସୀମା ଅଗଷ୍ଟ ୧୦ ତାରିଖ ଥିବା ବେଳେ ଏହାକୁ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅନ୍‌ଲାଇନ୍‌ରେ ଫର୍ମ ପୂରଣର ଶେଷ ସମୟ ହେଉଛି ଅଗଷ୍ଟ ୧୭ ଥିବା ବେଳେ ଏଥିପାଇଁ ଫିସ୍‌ ଜମା…

ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌, ଏବେ ବୋଲରଙ୍କ ହାତରେ ଭାରତର ଭାଗ୍ୟ, ୧୩୯ ରନ୍‌ର ଟାର୍ଗେଟ୍‌ ପଛରେ ଦୌଡୁଛି…

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ । ଆଜି ଷଷ୍ଠ ତଥା ଅତିରିକ୍ତ ଦିବସ ଖେଳରେ ଭାରତୀୟ ଦଳ ୧୭୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏବେ ବୋଲରଙ୍କ ହାତରେ ରହିଛି ସବୁ କିଛି । ଭାରତର ସମ୍ମାନ ନିର୍ଭର କରୁଛି…

ଜୁନ୍‌ ୧ ଯାଏ ବଢ଼ିଲା ଲକ୍‌ଡାଉନ୍‌, ରାଜ୍ୟ ସରକାର କଲେ ଘୋଷଣା, ନୂଆ କଟକଣା କଣ ଲାଗୁ ହେଲା ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଯାହା ଆଶା କରାଯାଉଥିଲା । ସେଇଆ ହିଁ ହେଲା । ରାଜ୍ୟରେ କରୋନାର ଦୈନିକ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟସୀମାକୁ ବୃଦ୍ଧି କରିଛନ୍ତି । ପୂର୍ବ ଘୋଷିତ ଲକ୍‌ଡାଉନ୍‌ ଆସନ୍ତାକାଲି ଅର୍ଥାତ୍‌ ୧୯ ତାରିଖରେ ସରିଥାନ୍ତା । ତେବେ ଏହାକୁ ଚଳିତ ଜୁନ୍‌ ୧…

ହିମ ସ୍ଖଳନରେ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦିଆଗଲା ସୂଚନା, ଏବେବି ୩୦ ନିଖୋଜ

ଉତ୍ତରାଖଣ୍ଡ ଚାମୋଲିରେ ଭୟଙ୍କର ହିମସ୍ଖଳନରେ ୭ ଜଣଙ୍କ ପ୍ରାଣ ଯାଇଛି । ୬ ଜଣ ଆହତ ହୋଇଥିବା ବେଳେ ୧୭୦ ଜଣ ନିଖୋଜ ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି । ୨୫ ଜଣଙ୍କୁ ଟନେଲ୍‌ରୁ ବାହାର କରାଯାଇଛି । ଆଶଙ୍କା…

ରୁଟ୍‌ ଜମେଇଲେ ଦ୍ୱିଶତକ, ଇଂଲଣ୍ଡ ସ୍କୋର ୫୫୦ ରନ୍‌ ପାର୍‌

ଚେନ୍ନାଇ : ଡବଲ୍‌ ସେଞ୍ଚୁରୀ ମାରି ଅଧିନାୟକ ଜୋ ରୁଟ୍‌ ଇଂଲଣ୍ଡର ମୂଳଦୁଆକୁ ଏମିତି ଟାଣ କରିଛନ୍ତି ଯେ ପ୍ରଥମ ଟେଷ୍ଟରେ ଏହାକୁ ଦୋହଲାଇବା ଭାରତ ପକ୍ଷରେ ସମ୍ଭବ ହେବ ନାହିଁ । ଅବଶ୍ୟ ଗତକାଲି ପ୍ରଥମ ଦିନରେ ବିଶେଷ ସଫଳତା ମିଳିନଥିବା ଭାରତୀୟ ବୋଲରଙ୍କୁ ଆଜି ୫ଟି ଓ୍ଵିକେଟ୍‌ ମିଳିଛି । ଫଳରେ…

ଫାଷ୍ଟ ଡେ ଫାଷ୍ଟ ସୋ’ରେ ବାଜି ମାରି ନେଲା ଇଂଲଣ୍ଡ, ଟିମ୍‌ ଇଣ୍ଡିଆ ହେଲା ଜଳକା

ଚେନ୍ନାଇ : ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିଜକୁ ସମ୍ଭାଳି ନେଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ଆଉ ଅଧିନାୟକ ଜଏ ରୁଟ୍‌ ଜମେଇଲେ ଶତକ । ତାଙ୍କୁ ଖୁବ୍‌ ସାଥ୍‌ ଦେଲେ ଡୋମିନିକ୍‌ ସିବଲି । ଫଳରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳରେ ଭାରତ ବିପକ୍ଷରେ ଇଂଲଣ୍ଡ ୩ ଓ୍ଵିକେଟ୍‌ ହରାଇ କରିଛି ୨୬୩ ରନ୍‌ ।…

ଅନୁଭବ-ବର୍ଷା ବିବାଦ ନେଇ କଣ କହିଲେ ବିଜେଡି ନେତା, ଟିକେ ଶୁଣି ନିଅନ୍ତୁ

ଭୁବନେଶ୍ୱର : ତିନି ଦିନ ହେଲା ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଚାଲିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପରିଷଦ ବୈଠକରେ ସରକାର ଓ ସଙ୍ଗଠନ ପାଇଁ ମତାମତ ଲୋଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି ବୈଠକରେ ଆଜି ଅନୁପସ୍ଥିତ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ…