Browsing Tag

upendra gouda

ଦୁଇଟି ଯାକ କିଡନୀ ନଷ୍ଟ, କେମିତି ଚଳାଇବେ ପରିବାର ସେନେଇ ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ର ଗୌଡ

ଗଞ୍ଜାମ(କେନ୍ୟୁଜ୍‌): ଆଉ କିଛି ଉପାୟ ହିଁ ନାହିଁ ଉପେନ୍ଦ୍ରଙ୍କ ପାଖରେ। ହାର୍ ମାନିଛି ତାଙ୍କର ସବୁ ଉଦ୍ୟମ । ନିଜର ଦୁଇଟି ମୂଲ୍ୟବାନ ଅଙ୍ଗ ନଷ୍ଟ ହୋଇଯିବା ପରେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଉପେନ୍ଦ୍ର। କେମିତି ଚଳାଇବେ ନିଜ ପିଲା-ଛୁଆର ସଂସାର, ତାକୁ ନେଇ ଏବେ ଚିନ୍ତାରେ। ଆଉ କିଛି…