Browsing Tag

upi

ସାଇବର ଠକ ଏପରି କ୍ୟୁଆର କୋଡ ଜରିଆରେ ଆପଣଙ୍କୁ ଠକିଥାନ୍ତି, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଇଣ୍ଟରନେଟ ଯୁଗରେ ସବୁ କାମ ଫୋନ ଦ୍ୱାରା ହେବା ସହ ସାଇବର ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏମିତିରେ ବି ଆମକୁ କିଛି ପେମେଣ୍ଟ ପାଇଁ କ୍ୟାସ ଦେବା ନେବା ର କୌଣସି ଟେନସନ ନାହିଁ। କାହିଁକି ନା ଡିଜିଟାଲ ପେମେଣ୍ଟ ଜରିଆରେ ଏସବୁ ଅତି ସହଜରେ ହୋଇପାରୁଛି। ଆଜି କାଲି ଛୋଟ ଦୋକାନଠୁ ଆରମ୍ଭ…

ଆସନ୍ତା କାଲି ଠାରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ହେବନି…

ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ଏଥିପାଇଁ ଆପଣଙ୍କୁ UPI ସହାୟକ ଆପ୍ ଯେପରିକି ପେଟିଏମ୍, ଫୋନ୍ ପେ, BHIM, ଗୁଗୁଲ୍ ପେ ଇତ୍ୟାଦି ଦରକାର । ବିଶେଷ କଥା ହେଉଛି ସ୍କାନର୍, ମୋବାଇଲ୍ ନମ୍ବର, UPI ID ପରି କେବଳ ଗୋଟିଏ…

ଯଦି ଆପଣ ବି କରୁଛନ୍ତି ଅନଲାଇନ୍‌ ପେମେଣ୍ଟ, ତାହେଲେ ଜମା ବି କରନ୍ତୁନାହିଁ ଏହି ୫ ଭୁଲ

ଗତ କିଛି ବର୍ଷ ଭିତରେ ଅନଲାଇନ୍‌ ଏବଂ ଡିଜିଟାଲ ନେଣଦେଶରେ ଅନେକ ଗୁଣା ବୃଦ୍ଧି ପାଇଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯେଉଁମାନଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ଚୁଟକିରେ ମାତ୍ର କେଇ ମିନିଟରେ ଡିଜିଟାଲ ପେମେଣ୍ଟ ଦ୍ୱାରା ଲୋକେ ଗୋଟିଏ ଆକାଉଣ୍ଟରୁ ଅନ୍ୟ…

UPI ପିନ୍‌ ବ୍ୟବହାର କରିବା ବେଳେ ରୁହନ୍ତୁ ଆଲର୍ଟ, ଠକେଇରୁ ବର୍ତ୍ତିବାକୁ ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଭାରତରେ ଡିଜିଟାଲ ପେମେଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାସ୍‌ କରି କରୋନା କାଳରେ ଲୋକମାନେ ହାତରେ ଟଙ୍କା-ପଇସା ନେଣଦେଣ କରିବାକୁ ପସନ୍ଦ କରୁନାହାନ୍ତି। ଏଣୁ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଉପାୟ ଆପଣାଉଛନ୍ତି। ଏସବୁ ପେମେଣ୍ଟ ୟୁପିଆଇ ବା ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌…

ଡେବିଟ କାର୍ଡ ଆଣିବାକୁ ଭୁଲିଗଲେ, ଚିନ୍ତା କରନ୍ତୁ ନାହିଁ ଏବେ ଏମିତି ଏଟିଏମରୁ ବାହାର କରିପାରିବେ ପଇସା, ଜାଣନ୍ତୁ…

ପ୍ରତିଦିନ ଟେକ୍ନୋଲୋଜି ସହିତ ଜୀବନ ମଧ୍ୟ ପରିବର୍ତ୍ତନ ହେଉଛି। ଦିନକୁ ଦିନ ନୂଆ ନୂଆ ଜ୍ଞାନକୌଶଳର ଉଦ୍ଭାବନ ହେଉଛି। ମଣିଷ ବି ଏମିତି ଜିନିଷ ସହିତ ଖାପଖୁଆଇ ଚଳିଗଲାଣି। ଏହିସବୁ ଜିନିଷ ଆମକୁ କେତେକ ମାତ୍ରାରେ ସୁବିଧା ଦେଉଥିବା ସ୍ଥଳେ ଆଉ କେତେକ କ୍ଷେତ୍ରରେ ହଇରାଣରେ ପକାଉଛି। କିନ୍ତୁ…

ଏବେ ଆହୁରି ସୁବିଧା ହେଲା ଟ୍ରାଞ୍ଜାକ୍ସନ, ଭାରତୀୟ ୟୁଜର୍ସଙ୍କ ପାଇଁ ୟୁଟ୍ୟୁବ ଆଣିଲା UPI ପେମେଣ୍ଟ ଫିଚର

ୟୁଟ୍ୟୁବ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି ଯାହା ହେଉଛି UPI ପେମେଣ୍ଟ । ନୂଆ ଫିଚର ସାହାଯ୍ୟରେ ବର୍ତ୍ତମାନ ୟୁଟ୍ୟୁବ୍ ବ୍ୟବହାରକାରୀମାନେ ସହଜରେ ସୁପରଚେଟ୍, ମୁଭି, ରେଣ୍ଟ ଏବଂ ଅନ୍ୟାନ୍ୟ ଟ୍ରାଞ୍ଜାକ୍ସନ କରିପାରିବେ । ପୂର୍ବରୁ ଲୋକମାନେ କେବଳ କ୍ରେଡିଟ୍ ଏବଂ…

YouTube ଭାରତୀୟ ୟୁଜରମାନଙ୍କ ପାଇଁ ଲଞ୍ଚ କଲା UPI ପେମେଣ୍ଟ ସିଷ୍ଟମ, ଏମିତି ଆସିବ କାମରେ

ଗୁଗଲ ମାଲିକାନା କମ୍ପାନୀ ୟୁଟ୍ୟୁବ ପେମେଣ୍ଟ ଅପସନ ରୂପେ Unified Payment Interface (UPI) ଆଡ କରିଛି। UPI ସୁବିଧାକୁ ବର୍ତ୍ତମାନ ପେମେଣ୍ଟ ଅପସନ(youtube payment option) ସହିତ ଅତିରିକ୍ତ ରୂପେ ପରିଚିତ କରାଯାଇଛି। ଏହି ନୂଆ ଫିଚର ଜରିଆରେ ୟୁଜରମାନେ ସବସ୍କ୍ରିପଶନ ପାଇଁ ବ୍ୟାଙ୍କ…

ଏ ବର୍ଷ ଭାରତରେ ଆରମ୍ଭ ହେବ ହ୍ବାଟ୍ସଆପର ‘ୟୁପିଆଇ ପେମେଣ୍ଟ ସେବା’, ସୂଚନା ଦେଲେ ଗ୍ଲୋବାଲ ହେଡ୍

ଯଦି ଆପଣ ବି ହ୍ବାଟ୍ସଆପର ପେମେଣ୍ଟ ସେବା ଅପେକ୍ଷାରେ ଅଛନ୍ତି, ତା’ହେଲେ ଆପଣଙ୍କର ଏହି ଅପେକ୍ଷା ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି। ହ୍ବାଟ୍ସଆପର ପେମେଣ୍ଟ ସେବା ଏହି ବର୍ଷ ଭାରତରେ ଆରମ୍ଭ ହେବ। କମ୍ପାନୀର ଗ୍ଲୋବାଲ ହେଡ୍ ବିଲ୍ କୈଥକାର୍ଟ ଗୁରୁବାର ଏକ ଇଭେଣ୍ଟ ଅବସରରେ ଏ ନେଇ ଘୋଷଣା…