ବିନା କାର୍ଡ ଡିଟେଲରେ ଖୋଲନ୍ତୁ UPI ଆକାଉଣ୍ଟ, ଜାଣନ୍ତୁ କେମିତି କରିବେ ଆକ୍ଟିଭେଟ୍
ଫୋନପେ ବର୍ତ୍ତମାନରେ ପ୍ରାୟ ୩୫୦ ମିଲିୟନ୍ ରେଜିଷ୍ଟର୍ଡ ୟୁଜର୍ସଙ୍କ ସହିତ ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ଏହା ୟୁଜର୍ସଙ୍କୁ ଏକ ସୁବିଧାଜନକ ୟୁପିଆଇ ଲେଣଦେଣ ପ୍ରକ୍ରୀୟା ସହିତ କୌଣସି ବି ସମୟରେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ରୂପେ…