UPI ପେମେଣ୍ଟ ୟୁଜର୍ସଙ୍କୁ ଝଟକା ! ଏବେ ୨ ହଜାରରୁ ଅଧିକ ଟଙ୍କା ଟ୍ରାନଜାକସନରେ ଦେବାକୁ ହେବ ଏକ୍ସଟ୍ରା ଚାର୍ଜ
ଏବେ ୟୁପିଆଇ ମାର୍ଚାଣ୍ଟ ଟ୍ରାନଜାକସନରେ ଲାଗିବ ଶୁଳ୍କ । ଏପ୍ରିଲ ପହିଲାରୁ ଲାଗୁ ହୋଇଯିବ ଏହି ନିୟମ । ଆଜ୍ଞା ହଁ ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ନିଷ୍ପତ୍ତି ନେଇଛି। ଏନିସିଆଇ ଜଣାଇଛି ଯେ…