ଲଞ୍ଚ ହେଲା ‘ଫ୍ଲିପକାର୍ଟ UPI’ ସର୍ଭିସ, ଏବେ ଫ୍ଲିପକାର୍ଟରୁ ବି କରିପାରିବେ ୟୁପିଆଇ ପେମେଣ୍ଟ
ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ନିଜର UPI ସର୍ଭିସ 'ଫ୍ଲିପକାର୍ଟ UPI' ଲଞ୍ଚ କରିଛି । ଇ-କମର୍ସ କମ୍ପାନୀ ଆକ୍ସିସ୍ ବ୍ୟାଙ୍କ ସହଯୋଗରେ ଏହି ସର୍ଭିସ ଆରମ୍ଭ କରିଛି । ବର୍ତ୍ତମାନ, ଏହି ସର୍ଭିସ କେବଳ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଜାରି ହୋଇଛି । ଫ୍ଲିପକାର୍ଟ ୟୁପିଆଇରେ ସୁପରକଏନ୍,…