Browsing Tag

UPSC

ଖୁବଶୀଘ୍ର ପ୍ରକାଶ ପାଇବ UPSC ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ

UPSC ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ ପାଇବ । ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ପାସ୍ କରିବେ ସେମାନଙ୍କୁ ବ୍ୟକ୍ତିଗତ ଟେଷ୍ଟ/ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଚୟନିତ ପ୍ରାର୍ଥୀଙ୍କୁ ଆଇଏଏସ, ଇଣ୍ଡିଆନ ପୋଲିସ ସିର୍ଭସ, ସେଣ୍ଟ୍ରାଲ ସର୍ଭିସ (ଗ୍ରୁପ ଏ ଏବଂ ଗ୍ରୁପ ବି)ରେ…

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦିନ ମଜୁରିଆଙ୍କ ପୁଅ

ବାଲୁଗାଁ  : ଓଏଏସ ପରୀକ୍ଷାରେ ଦିନ ମଜୁରିଆ ପୁଅଙ୍କ ସଫଳତା । ସଫଳତା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ । ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ଆମେ କହୁଛୁ  ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ପୁଅ । ଗତକାଲି ଓଡିଶା ଲୋକସେବା ଆୟୋଗ…

UPSC ରେ ୨୩୨ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି, ଶେଷ ତାରିଖ ପୂର୍ବରୁ କରନ୍ତୁ ଆବେଦନ

UPSC ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ସିଭିଲ ଇଂଜିନିୟରିଂ, ମେକାନିକାଲ ଇଂଜିନିୟରିଂ, ଇଲେକେ୍ଟ୍ରିକାଲ ଇଂଜିନିୟରିଂ ଏବଂ ଇଲେକେ୍ଟ୍ରାନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଶେଷ ତାରିଖ…

UPSC ଲାଟେରାଲ ଏଣ୍ଟ୍ରି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର, ତୀବ୍ର ବିରୋଧ ପରେ ବଦଳିଲା ନିଷ୍ପତ୍ତି

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ବାତିଲ କରାଯାଇଛି । ଶନିବାର ପ୍ରକାଶିତ ହୋଇଥିବା ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତି ବାତିଲ କରିବାକୁ ୟୁପିଏସସି ଅଧ୍ୟକ୍ଷା ପ୍ରୀତି ସୁଦାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ।…

UPSC ପରୀକ୍ଷା ଦେଇ ମଧ୍ୟ ମିଳିବ ମନ୍ତ୍ରଣାଳୟରେ ଚାକିରି, ମାସକୁ ଦରମା ୧.୫ ଲକ୍ଷ

UPSC ପକ୍ଷରୁ ଭାରତରେ ଅଲଗା ଅଲଗା ମନ୍ତ୍ରଣାଳୟରେ ସଂଯୁକ୍ତ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଲେଟରାଲ ଏଣ୍ଟ୍ରି ନୋଟିଫିକେସନ ଜାରି କରିଛି । ଏହି ନୋଟିଫିକେସନରେ ସବୁଠାରୁ ଖାସ୍‌ କଥା ହେଲା ପ୍ରାଇଭେଟ ସେକ୍ଟରରେ କାମ କରୁଥିବା…

UPSC ର ନୂଆ ଅଧ୍ୟକ୍ଷ ହେଲେ ଆଇଏଏସ ପ୍ରୀତି ସୂଦନ, ଆସନ୍ତାକାଲି ଗ୍ରହଣ କରିବେ କାର୍ଯ୍ୟଭାର

୧୯୮୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ପୂର୍ବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ୟୁପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ଅର୍ଥାତ୍‌ ୧ ତାରିଖରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ ପ୍ରୀତି ସୂଦନ । ଏହା ପୂର୍ବରୁ ପ୍ରୀତି ୨୦୨୨ରୁ ୟୁପିଏସସିର ସଦସ୍ୟ ରହିଥିଲେ ।…

UPSC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ, ଦର୍ଶାଇଲେ ବ୍ୟକ୍ତିଗତ କାରଣ

ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନୀ ବ୍ୟକ୍ତିଗତ କାରଣ ଯୋଗୁଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଜୁନ୍‌ ୨୯ ତାରିଖରୁ ଇସ୍ତଫା ଦେଇଥିଲେ, ଯାହାକୁ ଅଫିସିଆଲ ଭାବେ ଗ୍ରହଣ କରାଯାଇନଥିଲା । ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା । ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ…

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଛି । ସାଢ଼େ ୯ଟାରୁ ସାଢ଼େ ୧୧ଟା ପ୍ରଥମ ସିଟିଂ। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୨ଟାରୁ ଆରମ୍ଭ ହୋଇ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମେ ୨୬ରେ ହେବାର ଥିଲା ।…

୨୮ ଲକ୍ଷ ଟଙ୍କାର ଚାକିରି ଛାଡ଼ି ହେଲେ IAS ଅଫିସର, ପ୍ରଥମ ପ୍ରୟାସରେ ପାଇଲେ ସଫଳତା

ଯଦି ଆପଣଙ୍କୁ ଆପଣଙ୍କ ଚାକିରିରେ ୧ ଲକ୍ଷ ଟଙ୍କାରୁ ବି ଅଧିକ ସାଲାରୀ ଦିଆଯାଏ ହୁଏତ ଆପଣ କେବେ ଏଭଳି ଚାକିିରିକୁ ହାତ ଛଡ଼ା କରିବେନି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ ଜଣାଇବୁ ଯିଏ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୮ ଲକ୍ଷ ଟଙ୍କାର ଚାକିରିକୁ ହାତ ଛଡ଼ା କରିଛନ୍ତି ।…

UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଞ୍ଜିନିୟର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ :୭ ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ମଇ…

ଜନ୍ମ ମାଟିକୁ ଫେରି ସଫଳତାର ମନ୍ତ୍ର ବାଣ୍ଟିଲେ IAS ଅନିମେଶ, ହୋଇପଡ଼ିଲେ ଭାବ ବିହ୍ଵଳ

ତାଳଚେର(କେନ୍ୟୁଜ): ୟୁପିଏସସି ପରୀକ୍ଷା ରେଜଲ୍ଟ ବାହାରିବାର ସାତ ଦିନ ପରେ ନିଜ ଜନ୍ମ ମାଟି ତାଳଚେରକୁ ଫେରିଛନ୍ତି ଅନିମେଶ ପ୍ରଧାନ । ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନରେ ରହିଥିବା ଅନିମେଶ ପ୍ରଥମେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ପହଞ୍ଚିଥିଲେ ନିଜେ ପାଠ…

କୁଡ଼ିଆ ଘରେ ପାଠ ପଢ଼ି ପାଇଲେ ସଫଳତା, ସଂଘର୍ଷ କରି UPSCରେ ସିଲେକ୍ଟ ହେଲେ ପଓ୍ଵନ

ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୁଏ । ଉଚ୍ଚାଭିଳାସୀ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସବୁ ପ୍ରକାରର ବାଧା ବିଘ୍ନକୁ ଅଣଦେଖା କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଦୃଢ଼ ଇଚ୍ଛା ଶକ୍ତି ବଳରେ UPSC…