UPSC ସିଭିଲି ସର୍ଭିସ ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ୧୦୫୬ ପଦବୀ ପାଇଁ ହେବ ପରୀକ୍ଷା
ୟୁପିଏସସି ସିଭିଲି ସର୍ଭିସ ପ୍ରିଲମ୍ସ ପରୀକ୍ଷା ୨୦୨୪ ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ସେପ୍ଟେମ୍ବର ୨୦ ତାରିଖରୁ ପରୀକ୍ଷା ହେବ । ଏହି ପରୀକ୍ଷା ଅଧିନରେ IAS, IPS, IFS , IRS…