Browsing Tag

UPSC RESULT

ପ୍ରକାଶ ପାଇଲା UPSC ରେଜଲ୍ଟ : ଟପ୍ପର ହେଲେ ଆଦିତ୍ୟ ଶ୍ରୀବାସ୍ତବ, ଦ୍ବିତୀୟରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ : ପ୍ରକାଶ ପାଇଲା UPSC ରେଜଲ୍ଟ । ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ଏଥିସହିତ ଅନ୍ୟ ରାଙ୍କରେ ଅଛନ୍ତି ଏ ସବୁ ଓଡ଼ିଆ । ୨୪ ନମ୍ବର ରାଙ୍କରେ ପ୍ରଜ୍ଞାନନ୍ଦ ଗିରି ୩୬ ନମ୍ବର ରାଙ୍କରେ ଆୟୁଷୀ ପ୍ରଧାନ ୫୨…

ଟ୍ରେନ ଦୁର୍ଘଟଣାରେ ୨ ଗୋଡ ଏବଂ ଗୋଟେ ହାତ ହରାଇବା ପରେ ମଧ୍ୟ UPSC ପରୀକ୍ଷା ପାସ୍‌ କରିଛନ୍ତି ସୂରଜ

ଟ୍ରେନ୍‌ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇ ମଧ୍ୟ ୟୁପିଏସସିରେ ସଫଳତା ପାଇଁ ସୂରଜ ତିଓ୍ଵାରୀ । ଜୀବନ ଯୁଦ୍ଧରେ ହାର ମାନି ନଥିଲେ ସୂରଜ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତିନି ଆଙ୍ଗୁଠିରେ…

UPSC ଫଳାଫଳକୁ ନେଇ ଲଢ଼େଇ! ୧୮୪ ରାଙ୍କ୍‌ ପାଇଥିବା ଅସଲି ଆୟେଶା କିଏ?

ସଂଘ ଲୋକସେବା ଆୟୋଗ (UPSC) ଦ୍ୱାରା ୨୦୨୨ର ସିଭିଲ୍‌ ସର୍ଭିସେଜ୍‌ ପରୀକ୍ଷା (CSE) ଫଳାଫଳ ଘୋଷଣା କରି ଦିଆଯାଇଛି। ଏହି କଠିନ ପରୀକ୍ଷାରେ ମୋଟ ୯୩୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଫଳ ବାହାରିବା ପରେ ସଫଳ ହୋଇଥିବା ଅନେକ ଛାତ୍ରଛାତ୍ରୀଙ୍କ ଘରେ ଖୁସିର ଲହରୀ ଦେଖିବାକୁ…

ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ବାଜି ମାରିଲେ ଓଡ଼ିଆ, ପ୍ରଥମ ଶହେ ମଧ୍ୟରେ ଅଛନ୍ତି ୪ ଜଣ

କେନ୍ୟୁଜ୍‌: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ । ୧୬ ଜଣ ଓଡ଼ିଆ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡ଼ିଆ । ୬୩ ନମ୍ବରରେ ଅଛନ୍ତି ସୋନପୁରର କାର୍ତ୍ତିକ ପାଣିଗ୍ରାହୀ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଇତିହାସ…

ପୁଅକୁ ଆଇଏଏସ କରିବା ପାଇଁ ଭିଟାମାଟି ଵିକିଲେ ବାପା, ଆଉ ପୁଅ ଦେଲା ଏମିତି ଖୁସି !

ଗତ ଶୁକ୍ରବାର ଦିନ ପ୍ରକାଶ ପାଇଛି ସିଭିଲ ସର୍ଭିସ୍‌ ପରୀକ୍ଷା ରେଜଲ୍ଟ । ଆଇଏଏସ, ଆଇପିଏସ ଓ ଆଇଏଫଏସ ଭଳି ପଦବି ପାଇଁ ମୋଟ୍‌ ୭୫୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ସଫଳତା ପାଇଥିବା କିଛି ପ୍ରାର୍ଥୀଙ୍କର ସଂଘଷର୍ର କାହାଣୀ ଏବେ ସୋସିଆଲ ମିଡିଆର ସେୟାର ହେବାରେ ଲାଗିଛି ।…

ପ୍ରକାଶିତ ହେଲା ୟୁପିଏସ୍‌ସି ରେଜଲ୍‌ଟ, ଆଇଏଏସ୍‌ ଟପ୍ପର ହେଲେ କନିଷ୍କ କଟାରିଆ

ନୂଆଦିଲ୍ଲୀ : ୨୦୧୮ ୟୁପିଏସ୍‌ସି ରେଜଲ୍‌ଟ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଦେଶରେ ପ୍ରଥମ ହୋଇଛନ୍ତି କନିଷ୍କ କଟାରିଆ । ଦ୍ୱିତୀୟରେ ଅକ୍ଷତ ଜୈନ, ତୃତୀୟରେ ଜୁନୈଦ ଅହମଦ ଅଛନ୍ତି । ଚତୁର୍ଥ ସ୍ଥାନରେ ଶ୍ରବଣ କୁମାତ, ପଞ୍ଚମରେ ସୃଷ୍ଟି ଜୟନ୍ତ ଦେଶମୁଖ, ଷଷ୍ଠରେ ଶୁଭମ ଗୁପ୍ତା,…