UPSC ରେ ଇପିଏଫଓ ପର୍ସନାଲ ଆସିଷ୍ଟାଣ୍ଟ ପାଇଁ ୩୩୫ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ୟୁପିଏସସିରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଇପିଏଫଓ ପର୍ସନାଲ ଆସଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି । ୟୁପିଏସସି ଇପିଏଫଓ ପରୀକ୍ଷା ୨୦୨୪ ପାଇଁ ଆବେଦନ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ…