ଦିନକୁ କେତେ ଥର ପରିସ୍ରା ଯିବା ଉଚିତ୍? ଏହାଠାରୁ କମ୍ ଦିଏ ଗମ୍ଭୀର ରୋଗର ସଂକେତ
ଶରୀରକୁ ପରିଷ୍କାର ରଖିବା ସହ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ମଳ, ମୂତ୍ର, ଝାଳ, କଫ ଇତ୍ୟାଦି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସବୁଠାରୁ ଅଧିକ ବର୍ଜ୍ୟ ମଳ ଓ ମୂତ୍ର ଆକାରରେ ଶରୀରରୁ ବାହାରିଥାଏ । ତେବେ ପରିସ୍ରା ମାଧ୍ୟମରେ ଶରୀରର ବର୍ଜ୍ୟବସ୍ତୁ ଶୀଘ୍ର ନିଷ୍କାସିତ ହୁଏ । ଏଣୁ ଦିନକୁ…